୩ ମାସର ବିଜୁଳି ଶୁଳ୍କ ଛାଡ ଓ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ଦାବି

ଏକା ସଙ୍ଗେ ବିଜୁଳି ବନ୍ଦ କଲେ ବିଜୁଳି ଉପକରଣ କ୍ଷତିଗ୍ରସ୍ତ ହେବାର ଆଶଙ୍କା ନାହିଁ

ଦେଶ -ବିଦେଶ ବଡ ଖବର

#ଏକା_ସଙ୍ଗେ_ବିଜୁଳି_ବନ୍ଦ_କଲେ_ବିଜୁଳି_ଉପକରଣ_କ୍ଷତିଗ୍ରସ୍ତ_ହେବାର_ଆଶଙ୍କା_ନାହିଁ    ନୂଆଦିଲ୍ଲୀ : ଏକା ସଙ୍ଗେ ବିଜୁଳି ବନ୍ଦ କଲେ ବିଜୁଳି ଉପକରଣ କ୍ଷତିଗ୍ରସ୍ତ ହେବାର ଯେଉଁ ଆଶଙ୍କା ବ୍ୟକ୍ତ କରା ଯାଉଛି ତାହା ଅମୂଳକ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ କଯାଇଛି । ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ପାଂଚ ତାରିଖ ଦିନ ରାତ୍ରୀ ୯ଟାରେ ଘରର ସମସ୍ତ ଲାଇଟକୁ ବନ୍ଦ କରି ଦୀପ, କ୍ୟାଣ୍ଡେଲ କିମ୍ବା ମୋବାଇଲ ଫୋନର ଲାଇଟ ନଅ ମିନିଟ ପାଇଁ ଜଳାଇବାକୁ ଆହ୍ୱାନ କରିଥିଲେ । ଏହା ପରେ ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ସମେତ କିଛି ଲୋକ କହିଥିଲେ ଯେ ଏକା ସଙ୍ଗେ ସବୁ ଲାଇଟ ବନ୍ଦ କଲେ ବିଦ୍ୟୁତ ଉପକରଣ କ୍ଷତିଗ୍ରସ୍ତ ହୋଇ ଯିବ