ଓଡ଼ିଶାର ଏକ ମାତ୍ର ବୈଷ୍ଣୋଦେବୀ ମନ୍ଦିର

ପ୍ରାକୃତିକ ଶୋଭାରାଜିରେ ଭରପୂର ଓଡ଼ିଶା ଦେଶବିଦେଶର ପର୍ଯ୍ୟଟକଙ୍କୁ କାଳେ କାଳେ ଆକୃଷ୍ଟ କରି ଆସିଛି। କେଉଁଠି ଘଞ୍ଚ ଜଙ୍ଗଲ ମଧ୍ୟରେ ମନଲୋଭା ଜଳ ପ୍ରପାତ ତାର ସୌନ୍ଦର୍ଯ୍ୟରେ ଜନମାନସକୁ ଆକୃଷ୍ଟ କରୁଛିତ ଆଉ କେଉଁଠି  ଏହି ପ୍ରାକୃତିକ ଶୋଭାରାଜି ମଧ୍ୟରେ ଦେବା-ଦେବୀଙ୍କ ଆସ୍ଥାନ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ସୃଷ୍ଟି କରିଛି ।ଏମିତି ଶହ ଶହ ପର୍ଯ୍ୟଟନସ୍ଥଳୀ ଏବେବି ଅନାଲୋଚିତ ହୋଇ ରହିଛି । ସେହିଭଳି ଏକ ପର୍ଯ୍ୟଟନ ସ୍ଥଳୀ ହେଉଛି ଓଡ଼ିଶାର ଏକ ମାତ୍ର ବୈଷ୍ଣୋଦେବୀ […]

Continue Reading

ଏସିଡ ମାଡ଼ରେ ଗୋଟିଏ ପରିବାରର ୪ ସଦସ୍ୟ ଗୁରୁତର

ରାଉରକେଲା: ଏସିଡ ମାଡ଼ରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ରେଳବାଇ ଇଂଜିନିଅରିଂ ବିଭାଗର କର୍ମଚାରୀ ନଗେନ୍ଦ୍ର ପାଣ୍ଡେ (୨୮), ତାଙ୍କର ପତ୍ନୀ ସଙ୍ଗୀତା (୨୪), ଛୋଟ ଭାଇ ବିଦ୍ୟାକାନ୍ତ (୨୧) ଓ ମା’ ସୁଲୋଚନା (୪୮)। ପୁଲିସ ଅଭିଯୁକ୍ତ ସୁନା ଦୋକାନୀ ସନ୍ତୋଷ ସୋନୀକୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବନ୍ଧମୁଣ୍ଡା ଏ-ସେକ୍ଟର, କ୍ୱାର୍ଟର୍ସ୍‌ ନଂ-୪୧୫ରେ ରେଳବାଇ ଇଂଜିନିଅରିଂ ବିଭାଗର କର୍ମଚାରୀ ନଗେନ୍ଦ୍ର […]

Continue Reading

ସ୍ପଞ୍ଜ ଆଇରନ କାରଖାନାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌, ୨ ଶ୍ରମିକଙ୍କ ମୃତ୍ୟୁ

ରାଉରକେଲା: (ନିଗମାନନ୍ଦ ଦାସ ) ରାଉରକେଲା ଆଇଡିସି ଅଞ୍ଚଳରେ ଥିବା ପୂଜା ସ୍ପଞ୍ଜ ଆଇରନ କାରଖାନାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇଛି । କାରଖାନା ସଫା କରୁଥିବା ବେଳେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବାରୁ ତାହାର ପ୍ରଭାବରେ ଆସି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି । ବିଷାକ୍ତ ଗ୍ୟାସ୍‌ ପ୍ରଭାବରେ ଆସି ଉକ୍ତ ଶ୍ରମିକ ଦୁଇଜଣ ଅସୁସ୍ଥ ହୋଇ ପଡିଥିଲେ । ଏହା ପରେ ଉଭୟଙ୍କୁ ଆରଜିଏଚ୍‌ ନିଆ ଯାଇଥିଲା । ସେଠାରେ […]

Continue Reading

ମଶାଣି ସଫା କଲେ ସୁନ୍ଦରଗଡ ବିଧାୟକ

ସୁନ୍ଦରଗଡ : ମଶାଣିକୁ ଯିବା ପାଇଁ ସାଧାରଣ ଲୋକଟିଏ ଭୟ କରେ ମାତ୍ର ଏହା ନଭାବି ଆଜି ସୁନ୍ଦରଗଡ ତଲସରା ବିଧାୟକ ଭବାନୀ ଭୋଇ ସୁନ୍ଦରଗଡ ରାଣିବଗିଚାରେ ରହିଥିବା ସ୍ବର୍ଗଦ୍ବାର (ମଶାଣି)କୁ ଯାଇ ବହୁ ଦିନରୁ ଅପରିସ୍କାର ହୋଇ ପଡିରହିଥିବା ମଶାଣିକୁ ନିଜେ ଝାଡୁ ମାରି ସଫାକରିଛନ୍ତି । ପ୍ରାୟ ପ୍ରତିଦିନ ଏହି ମଶାଣିରେ ଲୋକେ ଶବ ଦାହ କରିବା ପରେ ଲୋକେ ସ୍ଥାନ ଛାଡି ପଳାଇଆସୁଥିବାରୁ  ମଶାଣି ସ୍ଥାନଟି ଅପରିଷ୍କାର ହୋଇ ପଡିରହିଥିଲା।ଏହା ଦେଖି ରବିବାର […]

Continue Reading

ଦୁର୍ଘଟଣାଗ୍ରସ୍ତ ଡମ୍ପର ତଳୁ ୩ ମୃତଦେହ ଉଦ୍ଧାର

ରାଉରକେଲା: ( ନିଗମାନନ୍ଦ ଦାସ ) ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ଚୋରଧରା ପଞ୍ଚାୟତ କଲ୍ୟାଣମଣ୍ଡପ ନିକଟରେ ଗତକାଲି ରାତିରେ ଘଟିଥିବା ଦୁର୍ଘଟଣାଗ୍ରସ୍ତ ଟମ୍ପର ତଳୁ ତିନି ଜଣ ଲୋକଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଚଇତୁ ମୁଣ୍ଡା, ରାମଧନ ସିଂହ ଓ ପ୍ରଧାନ ମୁଣ୍ଡା। ଗତକାଲି ରାତିରେ କୁକୁଡ଼ା ଲଢ଼େଇ ଦେଖି ସାରି ଘରକୁ ଫେରୁଥିବା ବେଳେ ଡମ୍ପର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ୧୫ ଜଣଙ୍କୁ ନେଇ ଆସୁଥିବା ଡମ୍ପରଟି ଭାରସାମ୍ୟ […]

Continue Reading