ଅଦିନିଆ ବର୍ଷା ଧୋଇଲା ଚାଷୀର ସ୍ବପ୍ନ

ସୁବର୍ଣ୍ଣପୁର/କଳାହାଣ୍ଡି: ଦୁଇ ଦିନ ଧରି ଲାଗି ରହିଥିବା ଝିପିଝିପି ବର୍ଷାରେ ଚାଷୀଙ୍କ ସ୍ୱପ୍ନ ଭିଜିଯାଇଛି । କେଉଁଠି ଫସଲ ବିଲ ଭିତରେ ଉଜୁଡି ଯାଉଛି ତ ଆଉ କେଉଁଠି ମଣ୍ଡିରେ ଧାନ ଗଜା ହେଉଛି। ଗୋଟିଏ ପଟେ ଶୀତ ଆଉ ଅନ୍ୟପଟେ ବର୍ଷା ମାଡ ମଣ୍ଡିରେ ଜଗୁଥିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ବର୍ଷାରେ ଭିଜି ଯାଇଥିବା ଧାନକୁ ବିକ୍ରି କରିବ ନା’ ପୁଣି ଥରେ ଚାଷ ପାଇଁ ପ୍ରସ୍ତୁତ ହେବ ତାହାକୁ ନେଇ ଚାଷୀ ଦ୍ୱନ୍ଦ୍ୱରେ ପଡ଼ିଛି […]

Continue Reading