ଟ୍ରକ୍‌ ଧକ୍କାରେ ୨ ମୃତ, ୨ ଗୁରୁତର

ଟ୍ରକ୍‌ ଧକ୍କାରେ ୨ ମୃତ, ୨ ଗୁରୁତର

#ଟ୍ରକ୍‌_ଧକ୍କାରେ_୨_ମୃତ_୨_ଗୁରୁତର    ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଓ ଯୁଯୁମୁରା ନିକଟରେ ଆଜି ଟ୍ରକ ଚାପାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ମନୋଜ ନାୟକ (୨୫) ଓ କଳ୍ପତରୁ ବେହେରା (୨୬)। ସୂଚନା ଅନୁସାରେ ମାନେଶ୍ୱର ଅଞ୍ଚଳର ମିର୍ଗାମୁଣ୍ଡା ଗାଁର ମନୋଜ ନାଏକ ଆଜି ନିଜର ଅନ୍ୟ ୨ ସାଙ୍ଗ ସୁଧୀର ମିର୍ଦ୍ଧା ଓ ରାହୁଲ ଓରାମଙ୍କ ସହିତ ପିଉଷୀଙ୍କ ଗାଁରେ ଚାଲିଥିବା ବାଦିପାଲା […]

Continue Reading
ଟ୍ରକ୍‌ ଭ୍ୟାନ୍‌ ମୁହାଁମୁହିଁ ୨ମୃତ 

ଟ୍ରକ୍‌-ଭ୍ୟାନ୍‌ ମୁହାଁମୁହିଁ: ୨ ମୃତ

#ଟ୍ରକ୍‌_ଭ୍ୟାନ୍‌_ମୁହାଁମୁହିଁ_୨ମୃତ   ଉଲୁଣ୍ଡା: ଟ୍ରକ୍‌ ଓ ମ୍ୟାକ୍ସ ପିକ୍‌ଅପ୍‌ ଭ୍ୟାନ୍‌ ମୁହାଁମୁହିଁ ହୋଇଛି। ସୋନପୁରରୁ ସମ୍ବଲପୁର ଦେଇଯାଇଥିବା ରାଜ୍ୟ ରାଜପଥର ପଣ୍ଡକିଟାଲ ଓ ମେଟାକାନୀ ମଧ୍ୟରେ ହୋଇଥିବା ଦୁର୍ଘଟଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିପରି ୮ ଜଣ ଗୁରତର ହୋଇଛନ୍ତି। ମୃତକମାନେ ହେଲେ ଉଲୁଣ୍ଡା ଥାନା ଅନ୍ତର୍ଗତ ଖେମାଲୋଏ ଗାଁର ତେଜରାଜ ବାଘ ଓ ଉତ୍ତମ ଡଙ୍ଗରିଆ। ଆହତମାନେ ହେଲେ ରାନୀପାଲିର ବିଶ୍ୱନାଥ କୁମ୍ଭାର, ସବ୍ୟସାଚୀ ଡୁଙ୍ଗରିଆ, ଖେମାଲୋଏ ଗାଁର ଗୌର ଡୁଙ୍ଗରିଆ, ସୁରେନ୍ଦ୍ର […]

Continue Reading

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ପ୍ରଶ୍ନପତ୍ର ଲିକ୍

#ସମ୍ବଲପୁର_ବିଶ୍ୱବିଦ୍ୟାଳୟ_ଯୁକ୍ତ_ତିନି_ପ୍ରଶ୍ନପତ୍ର_ଲିକ୍  ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟ ଯୁକ୍ତ ତିନି ପ୍ରଶ୍ନପତ୍ର ଲିକ୍ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଉଚ୍ଚ ଶିକ୍ଷା ବିଭାଗକୁ ଆବେଦନ କରାଯିବ। ଏଥିପାଇଁ ଚିଠି ଲେଖାଯାଇଛି, ଶନିବାର ଉଚ୍ଚ ଶିକ୍ଷା ବିଭାଗ ମୁଖ୍ୟ ଶାସନ ସଚିବଙ୍କୁ ଦିଆଯିବ ବୋଲି କହିଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ସୂର୍ଯ୍ୟନାରାୟଣ ନାଏକ। ଦ୍ବିତୀୟ ଦିନରେ ୫ଟି ସ୍କ୍ବାଡ୍ ରାଉରକେଲା, ସୁନ୍ଦରଗଡ଼ ଏବଂ ଭବାନୀପାଟନା ସ୍ଥିତ ଅନେକ କଲେଜରେ ଚଢାଉ କରାଯାଇଛି। ସୁନ୍ଦରଗଡ଼ ସ୍ଥିତ କଲେଜଗୁଡ଼ିକରେ […]

Continue Reading

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୪ମୃତ

ସମ୍ବଲପୁର : ସମ୍ବଲପୁର ପରମାଣପୁରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଫୁଟପାଥ ଦୋକାନ ଉପରେ ଟ୍ରକ୍ ମାଡି ଯିବାରୁ ଅକାଳରେ ଚାଲିଯାଇଛି ୪ ଜୀବନ। ଏହି ଘଟଣାରେ ଅନ୍ୟ ୨ଜଣ ଗୁରୁତର ହୋଇ ଏବେ ବୁର୍ଲା ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ଓ ଆହତମାନଙ୍କ ଘର ସମ୍ବଲପୁରରେ ହୋଇଥିବା ବେଳେ ଏମାନେ କ୍ଷ୍ୟୁଦ୍ର ବ୍ୟବସାୟୀ। ଏମାନେ ସମସ୍ତେ ଚପଲ, ଚଷମା ଓ ଚୁଡ଼ି ବେପାର କରି ପରିବାର ପୋଷଣ କରୁଥିଲେ।  ନିଜ ଆତ୍ମୀୟଙ୍କୁ ହରାଇ […]

Continue Reading

ଲୋକ ଲଜ୍ଜା ଭୟରେ ଅନ୍ତଃସତ୍ତ୍ୱା ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର: କିସିଣ୍ଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟ ଯୁବତୀ ରାଜଧାନୀ ଦିଲ୍ଲୀରେ ଅନ୍ତଃସତ୍ତ୍ୱା ହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗତ ବର୍ଷଠାରୁ ସେ ଦିଲ୍ଲୀରେ ରହି ନୋଇଡାରେ ଜଣଙ୍କ ଘରେ କାମ କରୁଥିଲେ। ଏହି ସମୟ ମଧ୍ୟରେ ଜଣେ ପଡ଼ୋଶୀ ଯୁବକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଯୁବତୀଙ୍କୁ ଉକ୍ତ ଯୁବକ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। କିନ୍ତୁ […]

Continue Reading

ବୁର୍ଲା ପାୱାର ଚ୍ୟାନେଲକୁ ଡେଇଁଲେ ପ୍ରେମୀ ଯୁଗଳ !

ସମ୍ବଲପୁର: ଗୁରୁବାର ମଧ୍ୟାହ୍ନରେ ବୁର୍ଲା ପାୱାର ଚ୍ୟାନେଲକୁ ଜଣେ ଯୁବକ-ଯୁବତୀ ଡେଇଁ ପଡ଼ିଛନ୍ତି | ଏହି ଦୁଇ ଜଣ ପ୍ରେମିକ-ପ୍ରେମିକା ବୋଲି ଚର୍ଚ୍ଚା ହେଉଛି । ଅଗ୍ନିଶମ ବିଭାଗର ଏକ ଟିମ୍‌ ଓ ସ୍କୁବା ଡାଇଭର ଦଳ ପ୍ରାୟ ୪ ଘଣ୍ଟା ଧରି ବ୍ରିଜ ତଳୁ ନେଇ ବିଷ୍ଣୁମନ୍ଦିର ପଡ଼ା ଯାଏଁ ଖୋଜାଖୋଜି କରିଥିଲେ। ତେବେ କୌଣସି ସନ୍ଧାନ ନମିଳିବା ପରେ ସନ୍ଧ୍ୟାରେ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଏସମ୍ପର୍କରେ ବୁର୍ଲା ଥାନାରେ […]

Continue Reading