ବୃଦ୍ଧାଙ୍କୁ ଖଟିଆରେ ଘୋଷାଡି ଘୋଷାଡି ଆଣିବା ଘଟଣାରେ ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

ବୃଦ୍ଧାଙ୍କୁ ଖଟିଆରେ ଘୋଷାଡି ଘୋଷାଡି ଆଣିବା ଘଟଣାରେ ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

#ବୃଦ୍ଧାଙ୍କୁ_ଖଟିଆରେ_ଘୋଷାଡି_ଘୋଷାଡି_ଆଣିବା         ନୂଆପଡା :   ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ୍ ବର ଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ର ବ୍ରାଞ୍ଚ ମ୍ୟାନେଜର  ଅଜିତ୍ କୁମାର ପଧାନଙ୍କୁ ନିଲମ୍ବିତ କରାଯାଇଛି । ଜଣେ ଶତାୟୁ ବୃଦ୍ଧା ଲଭେ ବଘେଲଙ୍କୁ ଜନଧନ ଯୋଜନାରେ ମିଳିଥିବା ଟଙ୍କା ଉଠାଣ ପାଇଁ ବ୍ୟକ୍ତିଗତ ଭାବେ ବ୍ୟାଙ୍କରେ ହାଜର ହେବା ନିମନ୍ତେ ବ୍ରାଞ୍ଚ ମ୍ୟାନେଜର ଶ୍ରୀ ପଧାନ କହିଥିଲେ । ଫଳରେ ଲଭେଙ୍କ ଝିଅ ପୁଞ୍ଜିମତୀ ଦେଈ(୬୦ ବର୍ଷ) ମା’ଙ୍କୁ ଏକ ଖଟିଆରେ ଘୋଷାଡ଼ି ଘୋଷାଡ଼ି […]

Continue Reading
“ଆଉ ମିଳିବନି ଲୁଣ” ଗୁଜବ ଭୟରେ ଜିଲ୍ଲାବାସୀ

“ଆଉ ମିଳିବନି ଲୁଣ” ଗୁଜବ ଭୟରେ ଜିଲ୍ଲାବାସୀ

#“ଆଉ_ମିଳିବନି_ଲୁଣ”_ଗୁଜବ_ଭୟରେ_ଜିଲ୍ଲାବାସୀ          ନୂଆପଡା  :  ଆଉ କିଛି ଦିନ ପାଇଁ ଲୁଣ ମିଳିବ ନାହିଁ । ଏପରି ଏକ ଗୁଜବ ଆଜି ସକାଳୁ ନୂଆପଡା ତଥା ଆଖପାଖ ଅଞ୍ଚଳରେ ପ୍ରକାଶିତ ହେବା ପରେ ଲୋକଙ୍କ ମଧ୍ୟରେ ଲୁଣ ଅଭାବର କୋକୁଆ ଭୟ ଦେଖିବାକୁ ମିଳିଥିଲା । ଲୋକେ ତେଜରାତି ଦୋକାନ ମାନଙ୍କ ସାମନାରେ ଭିଡ ଜମାଇଥିଲେ । ଆମେ ସମସ୍ତେ ଜାଣୁ ଯେ ଖାଦ୍ୟ ଯେତେ ସୁନ୍ଦର ରନ୍ଧା ହୋଇଥିଲେ ମଧ୍ୟ ଯଦି ସେଥିରେ ଲୁଣ ନ ପଡେ […]

Continue Reading