କୋଟିପତି ପରିବହନ ଅଧିକାରୀ : ସମ୍ପତି ଦେଢକୋଟିରୁ ଉର୍ଦ୍ଧ୍ୱ ଟଙ୍କା

କୋଟିପତି ପରିବହନ ଅଧିକାରୀ : ସମ୍ପତି ଦେଢକୋଟିରୁ ଉର୍ଦ୍ଧ୍ୱ ଟଙ୍କା

#କୋଟିପତି_ପରିବହନ_ଅଧିକାରୀ      ନବରଙ୍ଗପୁର: ଆଞ୍ଚଳିକ ପରିବହନ ଅଧିକାରୀ ଗଣେଶ୍ୱର କହଁରଙ୍କ ଭଡ଼ାଘର ଓ କାର୍ଯ୍ୟାଳୟ ସମେତ କେତେକ ସ୍ଥାନରେ ଏକକାଳୀନ ଭିଜିଲାନ୍‌ସ୍‌ ଚଢାଉ କରିଛି। ଚଢ଼ାଉ ପରେ ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି ଯେ ଗଣେଶ୍ୱର କହଁରଙ୍କ ସମ୍ପତ୍ତି ହେଉଛି ୧ କୋଟି ୫୦ ଲକ୍ଷ ୬୩ ହଜାର ୩୨୮ ଟଙ୍କା। ଗଣେଶ୍ୱରଙ୍କ ଭୁବନେଶ୍ୱରସ୍ଥିତ କଲରାହଙ୍ଗା ଠାରେ ଏକ ଫ୍ଲାଟ, ଏକ ଦୁଇ ମହଲା କୋଠା, ବିଭିନ୍ନ ବ୍ୟାଙ୍କରେ ଟଙ୍କା ସୁନା ଓ ରୂପା ଗହଣା ଥିବା ଜଣାଯାଇଛି। […]

Continue Reading
ମାନବିକତା ଦେଖାଇଲେ ନବରଙ୍ଗପୁର ସାଂସଦ

ମାନବିକତା ଦେଖାଇଲେ ନବରଙ୍ଗପୁର ସାଂସଦ

#ମାନବିକତା_ଦେଖାଇଲେ_ନବରଙ୍ଗପୁର_ସାଂସଦ   ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚାଟିଗୁଡ଼ା ଛକ ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଉକ୍ତ ବାଇକ୍‌ରେ ବସିଥିବା ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଉକ୍ତ ରାସ୍ତା ଦେଇ ଯାଉଥିବା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମାନବିକତା ଦେଖାଇ ଗୁରୁତର ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁୁଲାନ୍‌ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଗୁରୁତର ଆହତମାନେ ହେଲେ ଡାବୁଗାଁ ଥାନା ଅନ୍ତର୍ଗତ ମେଣ୍ଡରା […]

Continue Reading
ଶ୍ରମିକ ସାଜିଲେ ବିଡିଓ; ହାତରେ କୋଦାଳ ଧରି କଲେ କାମ

ଶ୍ରମିକ ସାଜିଲେ ବିଡିଓ; ହାତରେ କୋଦାଳ ଧରି କଲେ କାମ

#ଶ୍ରମିକ_ସାଜିଲେ_ବିଡିଓ;_ହାତରେ_କୋଦାଳ_ଧରି_କଲେ_କାମ    ଉମରକୋଟ : ଶ୍ରମିକ ସାଜିଲେ ବିଡିଓ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଅସମ୍ପୂର୍ଣ୍ଣ ଗୃହକୁ ସମ୍ପୂର୍ଣ୍ଣ କରିବାକୁ ସେ ଶ୍ରମିକ ସାଜିଥିଲେ। ଆଉ ହାତରେ କୋଦାଳ ଧରି ସିମେଣ୍ଟ୍ ମସଲା ଗୋଳାଇବା ସହିତ କାନ୍ଧରେ ମେଟାଲ ବୋହିଥିଲେ। ଗତକାଲି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଜମାଦାରପଡା ପଞ୍ଚାୟତର ପିପଲପଡ଼ା ଗାଁରେ। ସୂଚନା ଅନୁସାରେ, ପିପଲପଡ଼ା ଗାଁର ମକର ସୋରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୯-୨୦ ଆର୍ଥିକ ବର୍ଷରେ ଘର […]

Continue Reading

ଭିନ୍ନ ଏକ ପରମ୍ପରା- ମାଘ ମଣ୍ଡେଇ

#ଭିନ୍ନ_ଏକ_ପରମ୍ପରା_ମାଘ_ମଣ୍ଡେଇ  ନବରଙ୍ଗପୁର : ଆଦିବାସୀ ଲୋକ ମାନେ ପ୍ରକୃତିର ଉପାସକ । ବର୍ଷ ତମାମ କଷ୍ଟ ସହି ଫସଲ ଉତ୍ପାଦନ କରୁଥିଲେ ମଧ୍ୟ ସେହି ଫସଲକୁ ଗ୍ରାମଦେବତୀ ହିଁ ସୁରକ୍ଷା ଦେଇଥାନ୍ତି ବୋଲି ସେମାନଙ୍କ ବିଶ୍ବାସ ।ତେଣୁ ଫସଲ ଅମଳ ପରେ ଫସଲକୁ ନୈବେଦ୍ୟ ଆକାରରେ ଗ୍ରାମଦେବତୀଙ୍କ ନିକଟରେ ପୂଜା କରାଯାଏ । ଏହି ଅବଦାନ ପାଇଁ ଉପାସନାର ପର୍ବ ହେଉଛି ମାଘ ମଣ୍ଡେଇ । ନବରଙ୍ଗପୁର ଜିଲ୍ଲା କୋଶାଗୁମୁଡ଼ାରେ ଆଦିବାସୀଙ୍କ ଏହି ସ୍ବତନ୍ତ୍ର ପୂଜାରେ ରହିଛି […]

Continue Reading

ରାସ୍ତାରେ ଓଲଟିଲା ବସ୍‌ : ୨ ଯାତ୍ରୀଙ୍କ ମୃତ୍ୟୁ

#ରାସ୍ତାରେ_ଓଲଟିଲା_ବସ୍‌_୨_ଯାତ୍ରୀଙ୍କ_ମୃତ୍ୟୁ  ନବରଙ୍ଗପୁର : ନବରଙ୍ଗପୁରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗାଡ଼ି ସାମ୍ନାକୁ ଗୋଟିଏ ଗାଈ ଚାଲି ଆସିବାରୁ ଚାଳକ ହଠାତ ବ୍ରେକ୍‌ ମାରିବାରୁ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।ପ୍ରାୟ ସାଢ଼େ ୧୨ଟା ବେଳେ ଜେକେ ବସ୍‌ କୋରାପୁଟ୍‌ ଜିଲ୍ଲା ଜୟପୁରରୁ ଚନ୍ଦାହାଣ୍ଡି ଅଭିମୁଖେ ଆସିଥିଲା। ତେବେ ପାପଡ଼ାହାଣ୍ଡି ଥାନା ମୃଗ ବିହାର ନିକଟରେ ବସ୍‌ […]

Continue Reading

ଗର୍ଭବତୀଙ୍କୁ ଭାରରେ ବୋହି ମେଡିକାଲ ନେଲେ ବିଧାୟକ

ନବରଙ୍ଗପୁର: ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ | ଯାହାଫଳରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ଭାରରେ ବୋହି ମେଡିକାଲରେ ଭର୍ତ୍ତି କଲେ ବିଧାୟକ | ନବରଂଗପୁରର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଆଜି କିଛି ଏଭଳି କରି ପ୍ରଶଂସା ସାଉଣ୍ଟିଛନ୍ତି | ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ପାପଡାହାଣ୍ଡିର ଏକ ଗାଁକୁ ବିଧାୟକ ଜଣକ ଯାଇଥିବାବେଳେ ଜଣେ ମହିଳାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିବାର ଜାଣିବାକୁ ପାଇଥିଲେ | ତେବେ ଗାଁକୁ ରାସ୍ତା […]

Continue Reading

ଜାତୀୟ ବ୍ରାଣ୍ଡ୍‌ ହେବ ନବରଙ୍ଗପୁର ମାଣ୍ଡିଆ

ନବରଙ୍ଗପୁର : ଜାତୀୟ ବ୍ରାଣ୍ଡରେ ପରିଣତ ହେବ ନବରଙ୍ଗପୁରରୁ ଉତ୍ପାଦନ ହେଉଥିବା ମାଣ୍ଡିଆ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନବରଙ୍ଗପୁରଠାରେ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ହୋଇ ମାଣ୍ଡିଆରେ ବିଭିନ୍ନ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରାଯିବ। ଏହାକୁ ବଜାରରେ ପ୍ୟାକେଟ କରି ବିକ୍ରି ବ୍ୟବସ୍ଥା କରାଯିବ। ଜାତୀୟ ସ୍ତରର ପ୍ୟାକେଟଯୁକ୍ତ ଖାଦ୍ୟ ବ୍ରାଣ୍ଡ ଭଳି ଏହାର ନାମକରଣ ମଧ୍ୟ ହେବ। ଆଗାମୀ ଦିନରେ ଦିଲ୍ଲୀ ପ୍ରଗତି ମଇଦାନରେ ଅନୁଷ୍ଠିତ ଜାତୀୟ ଖାଦ୍ୟ ବଜାରରେ ଏହି ବ୍ରାଣ୍ଡର ବିଭିନ୍ନ ଖାଦ୍ୟ […]

Continue Reading