ପରଲୋକରେ ମୟୂରଭଞ୍ଜ ରାଜମାତା ଭାରତୀ ରାଜଲକ୍ଷ୍ମୀ

ପରଲୋକରେ ମୟୂରଭଞ୍ଜ ରାଜମାତା ଭାରତୀ ରାଜଲକ୍ଷ୍ମୀ

#ମୟୂରଭଞ୍ଜ_ରାଜମାତାଙ୍କ_ପରଲୋକ ବାରିପଦା : (ଆଶିଷ କୁମାର ଦେ)ବାରିପଦାର ବେଲଗଡ଼ିଆସ୍ଥିତ ରାଜପ୍ରାସାଦରେ ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜଲକ୍ଷ୍ମୀ ଭଞ୍ଜଦେଓଙ୍କର ପରଲୋକ ହୋଇଯାଇଛି। ରବିବାର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ରାଜମାତା ଶ୍ରୀମତୀ ଭାରତୀ ରାଜଲକ୍ଷ୍ମୀ ଭଞ୍ଜଦେଓ ଥିଲେ ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହଙ୍କ କନ୍ୟା। ୧୯୨୮ ମସିହା ଫେବ୍ରୁଆରୀ ମାସ ୧୭ ତାରିଖରେ ସେ ଜନ୍ମ ଗ୍ରହର କରିଥିଲେ। ୧୯୫୨ ମସିହାରେ […]

Continue Reading
ଶୌଚ ପାଇଁ ଯାଉଥିଲେ, ଦଳି ଦେଲା ହାତୀ

ଶୌଚ ପାଇଁ ଯାଉଥିଲେ, ଦଳି ଦେଲା ହାତୀ

#ଶୌଚ_ପାଇଁ_ଯାଉଥିଲେ,_ଦଳି_ଦେଲା_ହାତୀ          ବାରିପଦା : ( ଆଶିଷ କୁମାର ଦେ )  ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର କୁକୁଡ଼ାଯୋଡ଼ି ଗାଁରେ ହାତୀ ଆକ୍ରମଣଣେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ଚତୁର୍ଭୁଜ ନାୟକ (୬୦)। ରବିବାର ସକାଳେ ଚତୁର୍ଭୁଜ ଶୌଚ ହେବା ପାଇଁ ଗାଁ ମୁଣ୍ଡକୁ ଯାଉଥିବା ବେଳେ ଏକ ହାତୀ ପଲ ହାବୁଡ଼ରେ ପଡ଼ି ଯାଇଥିଲେ। ସେଠାରେ ହାତୀ ତାଙ୍କୁ ଦଳି ଦେଇଥିଲା। ଏନେଇ ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ସହିତ ପୁଲିସ୍‌ ଘଟଣାସ୍ଥଳରେ […]

Continue Reading
ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ସ୍ୱାମୀ_ସ୍ତ୍ରୀଙ୍କୁ ହାଣିଲେ

ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ସ୍ୱାମୀ_ସ୍ତ୍ରୀଙ୍କୁ ହାଣିଲେ

#ରାସ୍ତାରେ_ଗୋଡ଼ାଇ_ଗୋଡ଼ାଇ_ସ୍ୱାମୀ_ସ୍ତ୍ରୀଙ୍କୁ_ହାଣିଲେ              ବାରିପଦା   :  କରୋନା ମହାମାରୀକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ମାର୍ଚ୍ଚ ୨୪ରୁ ଲକ୍ ଡ଼ାଉନ ଜାରି ରହିଛି । ଏହି ସମୟରେ ପୁଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ପଲ୍ଲୀରୁ ସହର ସବୁଠି ଚକ୍କର କାଟୁଛି ପୁଲିସ । ସମୟ ସହିତ ତାଳ ଦେଇ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ମେ ୧୧ବିଳମ୍ବିତ ରାତିରେ ଶରତ ଥାନା ଅନ୍ତର୍ଗତ କଟୁରିଆ ୱାର୍ଡ଼ ନମ୍ବର ୧୧, […]

Continue Reading
କରୋନା ମୁକାବିଲାରେ ବାରିପଦା ବ୍ଲକ ବିଡ଼ିଓ ବିଫଳ

କରୋନା ମୁକାବିଲାରେ ବାରିପଦା ବ୍ଲକ ବିଡ଼ିଓ ବିଫଳ

#କରୋନା_ମୁକାବିଲାରେ_ବାରିପଦା_ବ୍ଲକ_ବିଡ଼ିଓ_ବିଫଳ             ବାରିପଦା   : କୋଭିଡ଼-୧୯ ମହାମାରୀ ମୁକାବିଲା କ୍ଷେତ୍ରରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ବ୍ଲକ ବିଡ଼ିଓ  ବିଫଳ ହୋଇଥିବାର ଅଭିଯୋଗ ହେଉଛି । କରୋନା ମୁକାବିଲା ନିମନ୍ତେ ମାର୍ଚ୍ଚ ୨୪ରୁ ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ ଜାରି ରହିଛି । ଏହି ସମୟରେ ଜିଲ୍ଲାରେ ବସବାସ କରୁଥିବା ନିରାଶ୍ରୟ, ନିସ୍ୱ, ଭିକାରୀ, ଭିନ୍ନକ୍ଷମ, ବୃଦ୍ଧ, ବୃଦ୍ଧାମାନଙ୍କୁ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଇବା ପାଇଁ ଏକ ସର୍ଭେ କରାଯାଇଥିବା ସମୟରେ ବାରିପଦା ବ୍ଲକ ଅଧୀନରେ […]

Continue Reading
ଦାରିଦ୍ର୍ୟ ନେଲା ନାବାଳିକା କଣ୍ଢେଇର ଜୀବନ

ଦାରିଦ୍ର୍ୟ ନେଲା ନାବାଳିକା କଣ୍ଢେଇର ଜୀବନ

#ଦାରିଦ୍ର୍ୟ_ନେଲା_ନାବାଳିକା_କଣ୍ଢେଇର_ଜୀବନ        ବାରିପଦା   :  ଦାରିଦ୍ର୍ୟ ନେଲା ନାବାଳିକାର ଜୀବନ । କୁକୁର କାମୁଡ଼ିବା ପରେ ପରିବାରର ଉପଯୁକ୍ତ ଚିକିତ୍ସା ଅଭାବରୁ ନାବାଳିକାର ଜୀବନ ଗଲା । ଏହିଭଳି ଏକ ଦୁଃଖଦାୟକ ଘଟଣା ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୭ ମଧୁବନ ଡ଼ଙ୍ଗାସାହିରେ ପରିଲକ୍ଷିତ ହୋଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ପୌରପରିଷଦର ମଧୁବନ ଡ଼ଙ୍ଗାସାହି ଅଞ୍ଚଳରେ ଜଣେ ସ୍ୱାମୀ ପରିତ୍ୟକ୍ତା ତଥା ମାନସିକ ରୋଗୀ(ପାଗଳୀ) ଲିପି ବେହେରା ବାପ ଘରେ ଆଶ୍ରୟ […]

Continue Reading
ଲକ ଡାଉନ ନିୟମକୁ ଫୁ... ଅକ୍ଷୟ ତୃତୀୟାରେ ସୁନା ବିକିଲେ ଗହଣା ବ୍ୟବସାୟୀ

ଲକ ଡାଉନ ନିୟମକୁ ଫୁ… ଅକ୍ଷୟ ତୃତୀୟାରେ ସୁନା ବିକିଲେ ଗହଣା ବ୍ୟବସାୟୀ

 #ଅକ୍ଷୟ_ତୃତୀୟାରେ_ସୁନା_ବିକିଲେ_ଗହଣା_ବ୍ୟବସାୟୀ           ବାରିପଦା  :  କରୋନା ଓ ଲକ୍ ଡ଼ାଉନକୁ ନେଇ କଷ୍ଟ ମଧ୍ୟରେ କେତେକ ବ୍ୟବସାୟୀମାନଙ୍କ ସହିତ ଗ୍ରାହକମାନେ ରହିଥିଲେ । ଓଡ଼ିଶା ସହିତ ଦେଶବ୍ୟାପି କୋହଳ ହେଲା କଟକଣା । ସବୁ ଦୋକାନ ଖୋଲିବାକୁ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ଗ୍ରୀନ ସିଗନାଲ ଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ତ୍ତମୂଳକ ଅନୁମତି ମିଳିଛି । ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ କେଉଁ ଅଞ୍ଚଳଗୁଡ଼ିକରେ କେଉଁ ଦୋକାନ […]

Continue Reading
୬୦ ସାପ ଛୁଆ ଓ ୪୦ ଅଣ୍ଡା ଉଦ୍ଧାର

୬୦ ସାପ ଛୁଆ ଓ ୪୦ ଅଣ୍ଡା ଉଦ୍ଧାର

#୬୦_ସାପ_ଛୁଆ_ଓ_୪୦_ଅଣ୍ଡା_ଉଦ୍ଧାର            ବାରିପଦା  :  ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଉଠାଣିନୁଆଗାଁ ଗ୍ରାମରେ କିଛି ଛୋଟ ପିଲା ଖେଳୁଥିବା ବେଳେଗୋବର ଗଦା ଭିତରେ ଅଣ୍ଡାଗୁଡ଼ିକ ଦେଖିବାକୁ ପାଇଥିଲେ । ଏହି ସମସ୍ତ ଅଣ୍ଡା ସାପ ଦେଇଥିବାର ସନ୍ଦେହ କରି ସାପ ଧରାଳି କୃଷ୍ଣ ଗୋଚ୍ଛାୟତଙ୍କୁ ଖବର ଦେଇଥିଲେ ଏବଂ କୃଷ୍ଣ ପହଞ୍ଚି ଗୋବର ଗଦା ମଧ୍ୟରୁ ଗୋଟାଏ ପରେ ଗୋଟାଏ ଏହି ପରି ମୋଟ ୬୦ଟି ସାପ ଛୁଆ ସହିତ ୪୦ଟି ଅଣ୍ଡା ଉଦ୍ଧାର କରିଥିଲେ । […]

Continue Reading
ବାଙ୍କିଶୋଳ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ପରିଦର୍ଶନ କଲେ ୫- ଟି ସଚିବ

ବାଙ୍କିଶୋଳ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ପରିଦର୍ଶନ କଲେ ୫- ଟି ସଚିବ

 #ସ୍ୱତନ୍ତ୍ର_କୋଭିଡ଼_ହସ୍ପିଟାଲ_ପରିଦର୍ଶନ_କଲେ_୫-ଟି_ସଚିବ            ବାରିପଦା   :  ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଉପକଣ୍ଠ ବାଙ୍କିଶୋଳସ୍ଥିତ ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ ପରିସରରେ ଓଡ଼ିଶା ଖଣି ନିଗମର ଆର୍ଥିକ ସହାୟତା ଏବଂ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନସ୍(କିମ୍ସ) ଭୂବନେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଗତ ଏପ୍ରିଲ ୧୫ରେ ୧୮୦ଟି ଆଇସୋଲେସନ ଶଯ୍ୟା ଓ ୨୦ଟି ଆଇସିୟୁର ସୁବିଧା ଥିବା ସ୍ୱତନ୍ତ୍ର କୋଭିଡ଼ ହସପିଟାଲ ଲୋକାର୍ପିତ ହେବା ପରେ ଆଜି ଓଡ଼ିଶା ୫-ଟି ସଚିବ ଭି […]

Continue Reading
କୋଭିଡ଼-୧୯ ମାର୍ଗଦର୍ଶିକାକୁ ଅଣଦେଖା

କୋଭିଡ଼-୧୯ ମାର୍ଗଦର୍ଶିକାକୁ ଅଣଦେଖା

#କୋଭିଡ଼-୧୯_ମାର୍ଗଦର୍ଶିକାକୁ_ଅଣଦେଖା        ବାରିପଦା    :  ଅନେକ ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ(ବ୍ଲଡ଼ ଟ୍ରାନ୍ସଫ୍ୟୁଜନ କାଉନସିଲ) ପକ୍ଷରୁ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜକୁ ଆସି ପଡ଼ି ରହିଥିବା ସ୍ୱତନ୍ତ୍ର ଭ୍ରାମ୍ୟମାଣ ଯାନ ଆଜି କାମରେ ଆସିଛି । କୋଭିଡ଼-୧୯ର ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ ଘୋଷଣା ହେବା ଫଳରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ବନ୍ଦ ରହିଛି । ଏହା ଦ୍ୱାରା ରେଡ଼କ୍ରସ ବ୍ଲଡ଼ ବ୍ୟାଙ୍କ ରୋଗୀମାନଙ୍କ […]

Continue Reading
ବାପାକୁ ପିଟିପିଟି ମାରି ଦେଲା ପୁଅ

ବାପାକୁ ପିଟିପିଟି ମାରି ଦେଲା ପୁଅ

#ବାପାକୁ_ପିଟିପିଟି_ମାରି_ଦେଲା_ପୁଅ   ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଡ଼ୋଭା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସଭ୍ୟ ସମାଜ ପାଇଁ ନୃଶଂସ ହତ୍ୟାକାଣ୍ଡ ଚିନ୍ତାର ବିଷୟ ପାଲଟିଛି। ମଦ ନିଶା ପାଇଁ ବାପାପୁଅର ପବିତ୍ର ସମ୍ପର୍କ ଭାଙ୍ଗିଯାଇଛି। ମଦ୍ୟପ ପୁଅର ଠେଙ୍ଗା ମାଡ଼ରେ ଚାଲିଯାଇଛି ବାପାର ଜୀବନ। ଘଟଣାରୁ ପ୍ରକାଶ, ବାଦାମପାହାଡ଼ ଥାନା ଡ଼ୋଭା ଗ୍ରାମରେ ଗତକାଲି ଅପରାହ୍ନରେ ଗୋପାଳ ନାୟକ(୫୦) ଘରେ ଥିଲେ। ମଦ୍ୟପ ଅବସ୍ଥାରେ ପୁଅ ଜିତେନ୍ ନାୟକ(୨୦) ଘରେ ପହଂଚିବା ପରେ ବାପାଙ୍କ […]

Continue Reading