ବର୍ବରତା : କୁମ୍ଭୀରକୁ ଗଛରେ ଟାଙ୍ଗୀ କାଟି ଖାଇଗଲେ

ବର୍ବରତା : କୁମ୍ଭୀରକୁ ଗଛରେ ଟାଙ୍ଗୀ କାଟି ଖାଇଗଲେ

#କୁମ୍ଭୀରକୁ_ଗଛରେ_ଟାଙ୍ଗୀ_କାଟି_ଖାଇଗଲେ               ମାଲକାନଗିରି   :  ବର୍ବରତାର ସୀମା ଟପିଗଲା। ଜୀଅନ୍ତା କୁମ୍ଭୀରକୁ କାଟି ଖାଇଗଲେ ମଣିଷ । ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଏକ ଗାଁ ରେ , ଯେଉଁଠି କୁମ୍ଭୀରକୁ ମାରି ଲୋକେ ଖାଇଯାଇଛନ୍ତି । ନଦୀରୁ ଆଣିବା ପରେ ପୁରା ଗାଁ ୧୦ ଫୁଟର କୁମ୍ଭୀର କାଟି ଭାଗ ଭାଗ କରି ବାଂଟି ନେଇଛନ୍ତି ବୋଲି ସୂଚନା ମିଳିଛି । ଖାଲି ସେତିକି ନୁହେଁ ଉକ୍ତ କାର୍ଯ୍ୟରେ ଲିପ୍ତ ଥିବା ଲୋକେ ସେହି ସମୟର ଫଟୋ […]

Continue Reading
ବନ୍ଧା ହେଲେ ପୂର୍ବତନ ଲ୍ୟାମ୍ପସ ଏମ୍‌ଡି

ବନ୍ଧା ହେଲେ ପୂର୍ବତନ ଲ୍ୟାମ୍ପସ ଏମ୍‌ଡି

#ବନ୍ଧା_ହେଲେ_ପୂର୍ବତନ_ଲ୍ୟାମ୍ପସ_ଏମ୍‌ଡି    ମାଲକାନଗିରି : ମାଲକାନଗିରି ଜିଲ୍ଲା ଶିଖପାଲ୍ଲୀ ଲ୍ୟାମ୍ପସର ପୂର୍ବତନ ଏମ୍‌ଡିଙ୍କୁ ମାଲକାନଗିରି ଥାନା ପୁଲିସ୍‌  ଗିରଫ କରିଛି।  ତାଙ୍କ ନାଁ ଶ୍ୟାମ ସୁନ୍ଦର ପଟ୍ଟନାୟକ। ୨୦୧୯ ମସିହା ଜୁଲାଇ ଓ ଅଗଷ୍ଟ ମାସରେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଆରମ୍ଭ କରାଯାଇଥିଲା। ଏହି ସମୟରେ ଶ୍ୟାମ ସୁନ୍ଦର ବିଭିନ୍ନ ଚାଷୀମାନଙ୍କ ନାଁରେ ଜାଲ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିଲେ।  ଆଉ ଏହି ଜାଲ୍ ଡକ୍ୟୁମେଣ୍ଟରେ ଦଲାଲମାନେ ମଣ୍ଡିରେ ଧାନ ବିକ୍ରି କରିଥିଲେ। ତେବେ ପ୍ରକୃତ ଚାଷୀ ଯେତେବେଳେ ନିଜର […]

Continue Reading
ନକ୍ସଲ ହତ୍ୟାପରେ ୨ ଦିନ ରାସ୍ତାରେ ପଡ଼ିଲା ଶବ, ଶୁଣିଲାନି ପୁଲିସ୍‌; ବାଇକ୍‌ରେ ବୁହାହେଲା

ନକ୍ସଲ ହତ୍ୟାପରେ ୨ ଦିନ ରାସ୍ତାରେ ପଡ଼ିଲା ଶବ, ଶୁଣିଲାନି ପୁଲିସ୍‌; ବାଇକ୍‌ରେ ବୁହାହେଲା

#ନକ୍ସଲ_ହତ୍ୟାପରେ_୨_ଦିନ_ରାସ୍ତାରେ_ପଡ଼ିଲା_ଶବ  ଚିତ୍ରକୋଣ୍ଡା : ନକ୍ସଲ ହତ୍ୟାପରେ ୨ ଦିନ ରାସ୍ତାରେ ପଡ଼ିଲା ଶବ । ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପୁଲିସ୍‌ର ପ୍ରାଥମିକ ଦାୟିତ୍ୱ ହୋଇଥିବା ବେଳେ ପୁଲିସ୍‌ ରାସ୍ତାରେ ପଡ଼ିଥିବା ମୃତଦେହକୁ ସୁରକ୍ଷିତ ଭାବେ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିବ କଣ ନକ୍ସଲ ଭୟରେ ପଛଘୁଞ୍ଚା ଦେଇଛି । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ । ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରିବାକୁ ହେଉଥିବା ରାସ୍ତା କାମକୁ ସମର୍ଥନ କରି ୨ ଦିନ […]

Continue Reading

ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା

#ଗୁଣି_ଗାରେଡି_ସନ୍ଦେହରେ_ଜଣଙ୍କୁ_ହତ୍ୟା   ମାଲକାନଗିରି: ମାଲକାନଗିରି ଜିଲ୍ଲା ଚାଲାଣଗୁଡ଼ା ପଞ୍ଚାୟତର ନୂଆଗୁଡ଼ା ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ପୁଣି ଜଣକୁ ହତ୍ୟା କରାଯାଇଛି। ମୃତକଙ୍କ ନାମ ଉରା ପଡ଼ିଆମୀ ବୋଲି ଜଣାପଡ଼ିଛି। ଆଜି ସକାଳେ ଉରା ପଡ଼ିଆମୀ ଘରେ ବସିଥିବା ବେଳେ ନୂଆଗୁଡା ଗ୍ରାମର ଦେବା କବାସୀ ହଠାତ ତାଙ୍କ ଘରେ ପହଞ୍ଚିଥିଲେ। କେହି କିଛି ବୁଝିବା ପୂର୍ବରୁ କବାସୀ ସାଙ୍ଗରେ ଆଣିଥିବା ଧାରୁଆ ଟାଙ୍ଗିଆରେ ଉରାଙ୍କ ମୁଣ୍ଡକୁ ଏକ ପ୍ରହାର ଦେଇଥିଲେ। କବାସୀଙ୍କ ଟାଙ୍ଗିଆ ମାଡ଼ ଖାଇବା ପରେ […]

Continue Reading

ପ୍ରେମ ପାଇଁ ଝିଅରୁ ପୁଅ ହୋଇଗଲେ ଯୁବତୀ

ମାଲକାନଗିରି : ପ୍ରଥମ ଦେଖାରେ ସେମାନେ ପ୍ରେମରେ ପଡ଼ିଯାଇଥିଲେ। ଧୀରେ ଧୀରେ ପରସ୍ପର ପ୍ରତି ଦୁର୍ବଳତା ବଢ଼ିଥିଲା। ତେଣୁ ଜୀବନସାରା ସାଥୀ ହୋଇ ରହିବାକୁ ନିଷ୍ପତ୍ତି ନେଲେ। ନିଜ ପ୍ରେମକୁ ସଫଳ କରିବା ପାଇଁ ସେମାନେ ଯେକୌଣସି କଷ୍ଟ ସ୍ୱୀକାର କରିବାକୁ ପ୍ରସ୍ତୁତ ଥିଲେ।  ସେଥିପାଇଁ ନେଲେ ଆଧୁନିକ ଚିକିତ୍ସା ବିଜ୍ଞାନର ସାହାଯ୍ୟ। ଆଉ ସେମାନଙ୍କ ମଧ୍ୟରୁ ଜଣେ ଲିଙ୍ଗ ପରିବର୍ତ୍ତନ କରି ପାଲଟି ଗଲେ ପୁଅ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରିରେ, ଯାହା […]

Continue Reading