କରୋନା ନିୟମ ଉଲଂଘନ: ୭ ଗିରଫ, ଗଞ୍ଜାମରେ ୪୭ ମାମଲା

କରୋନା ନିୟମ ଉଲଂଘନ: ୭ ଗିରଫ, ଗଞ୍ଜାମରେ ୪୭ ମାମଲା

#କରୋନା_ନିୟମ_ଉଲଂଘନ_୭_ଗିରଫ     ଭବାନୀପାଟଣା/ବ୍ରହ୍ମପୁର : କରୋନା ନିୟମ ଉଲଂଘନ କରି ମଙ୍ଗଳବାର କଳାହାଣ୍ଡି ଜିଲ୍ଲାରେ ୩ ଜଣ ଗିରଫ ହୋଇଥିବା ବେଳେ କନ୍ଧମାଳରେ ୪ ଜଣ ଗିରଫ ହୋଇଛନ୍ତି।କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ କରୋନା ଗାଇଡ଼ଲାଇନ ଉଲଂଘନ କରି ଟାଉନ ଥାନା ପୁଲିସ ଦ୍ୱାରା ୩ଜଣ ଗିରଫ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସହରର କଲେଜ ଛକ ନିକଟରେ ଜିଲ୍ଳା ପ୍ରଶାସନର ବାରଣ ସତ୍ତ୍ୱେ ଚାହା […]

Continue Reading
କରୋନା କଟକଣା: ହଷ୍ଟେଲ ଛାଡିଲେ ୩୬ହଜାର ଅନ୍ତେବାସୀ

କରୋନା କଟକଣା: ହଷ୍ଟେଲ ଛାଡିଲେ ୩୬ହଜାର ଅନ୍ତେବାସୀ

#ହଷ୍ଟେଲ_ଛାଡିଲେ_୩୬ହଜାର_ଅନ୍ତେବାସୀ      ଫୁଲବାଣୀ: କରୋନା କଟକଣା ଯୋଗୁ କନ୍ଧମାଳରେ ଆଜିଠୁ ହଷ୍ଟେଲ ଛାଡିଛନ୍ତି ଅନ୍ତେବାସୀ। ନିଜ ନିଜର ଅଭିଭାବକ ସହ ପିଲାମାନେ ଘରକୁ ଫେରିଛନ୍ତି। ଏଥି ନିମନ୍ତେ ପୁଅ ପିଲା ପାଇଁ ୨୨୫୦ ଓ ଝିଅ ପିଲା ପାଇଁ ୨୪୦୦ ଟଙ୍କା ଆଗୁଆ ୩ ମାସ ପାଇଁ ସ୍କଲାରସିପ ଅର୍ଥ ପ୍ରଦାନ କରାଯାଇଛି। ଆଉ ପିଲାମାନଙ୍କୁ କରୋନା ସତର୍କତା ଓ ସଚେତନତା ନେଇ ଅବଗତ କରାଯାଇଛି। ଏମିତି ସବୁ ଅଭିଭାବକଙ୍କୁ ମଧ୍ୟ ଅବଗତ କରାଯାଇ ଥିବା ନେଇ ଜିଲ୍ଲା […]

Continue Reading
ଝଡ଼ବର୍ଷା ଯୋଗୁଁ ଫୁଲବାଣୀ ସହରରେ ବ୍ୟାପକ କ୍ଷୟକ୍ଷତି

ଝଡ଼ବର୍ଷା ଯୋଗୁଁ ଫୁଲବାଣୀ ସହରରେ ବ୍ୟାପକ କ୍ଷୟକ୍ଷତି

#ଝଡ଼ବର୍ଷା_ଯୋଗୁଁ_ଫୁଲବାଣୀ_ସହରରେ_ବ୍ୟାପକ_କ୍ଷୟକ୍ଷତି   ଫୁଲବାଣୀ: ଝଡ଼ବର୍ଷା ଯୋଗୁଁ ଫୁଲବାଣୀ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।  ଆଜି ସକାଳ ୮.୧୨ରୁ ୮.୧୫ ମିନିଟ ମଧ୍ୟରେ ହୋଇଥିବା ମାତ୍ର ୩ ମିନିଟର ଝଡ଼ବର୍ଷା ଯୋଗୁଁ ଛାରଖାର ହୋଇଛି ଫୁଲବାଣୀ ସହର । ସହରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡିପଡିଥିବାବେଳେ ବିଦ୍ୟୁତ ତାର ଛିଣ୍ଡିପଡିଛି । ସୂଚନା ମୁତାବକ ସହରର ସ୍ଥାନେ ସ୍ଥାନେ ବଡ଼ ବଡ଼ ଗଛ ଉପୁଡି ପଡିଥିବାବେଳେ ଲୋକଙ୍କ ଘର ସାମ୍ନାରେ ଥିବା କାର ଉପରେ ଗଛ […]

Continue Reading