କ୍ଷୀର ବ୍ୟବସାୟୀ ହତ୍ୟା ଘଟଣାରେ ମାଷ୍ଟର୍ ମାଇଣ୍ଡ ସହ ଦୁଇ ଅଭିଯୁକ୍ତ ଗିରଫ

କ୍ଷୀର ବ୍ୟବସାୟୀ ହତ୍ୟା ଘଟଣାରେ ମାଷ୍ଟର୍ ମାଇଣ୍ଡ ସହ ଦୁଇ ଅଭିଯୁକ୍ତ ଗିରଫ

#ମାଷ୍ଟର୍_ମାଇଣ୍ଡ_ସହ_ଦୁଇ_ଅଭିଯୁକ୍ତ_ଗିରଫ                 ବ୍ରହ୍ମପୁର : ଗତ ୧୩ ତାରିଖ ରାତିରେ ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣା ଅଞ୍ଚଳରେ ଘଟିଥିବା ହତ୍ୟା ଘଟଣାରେ ପୋଲିସକୁ ମିଳିଛି ସଫଳତା । ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି  ପିନାକ ମିଶ୍ର ଦେଇଥିବା ସୂଚନା ଅନୁଯାୟୀ, କ୍ଷୀର ବ୍ୟବସାୟୀ ଲମ୍ବୋଦୋର ମୁନିଙ୍କ ହତ୍ୟା ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ସହଯୋଗୀ ଫେରାର ଅଛନ୍ତି । ଗିରଫ ତିନି ଅଭିଯୁକ୍ତ ହେଲେ ରୂପେଶ୍ […]

Continue Reading
ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଅପମିଶ୍ରିତ ମଦପୋଚ ନଷ୍ଟ

ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଅପମିଶ୍ରିତ ମଦପୋଚ ନଷ୍ଟ

 #ବିପୁଳ_ପରିମାଣର_ଅପମିଶ୍ରିତ_ମଦପୋଚ_ନଷ୍ଟ         ଦିଗପହଣ୍ଡି   :  ଗଞ୍ଜାମ ଜିଲ୍ଲାପାଳ  ବିଜୟ ଅମୃତା କୁଲାଙ୍ଗେ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଦିଗପହଣ୍ଡି ଅବକାରୀ ଉପନିରୀକ୍ଷକ ଅଭିରାମ ସାହୁଙ୍କ ତତ୍ତ୍ୱାବଧାନରେ ସଦଳବଳେ ଗଞ୍ଜାମ – ଗଜପତି ଜିଲା ସୀମାନ୍ତ ଦୁର୍ଗମ ଜଙ୍ଗଲରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଅପମିଶ୍ରିତ ମଦପୋଚ ନଷ୍ଟ କରାଯାଇଥିବା ଜଣାପଡ଼ିଛି । ଖବରନୁଯାୟୀ , ଶୁକ୍ରବାର ଭୋରରୁ ପାଟପୁର ଥାନା ଅନ୍ତର୍ଗତ ବିଚ୍ଛାପଟା ଓ ଜୁଆଣପଲ୍ଲୀ ଅଧିନସ୍ଥ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ […]

Continue Reading
ଦୈନିକ ମଜୁରୀ ମାତ୍ର ୧୪୦ ଟଙ୍କାରେ କ୍ଷୁବ୍ଧହୋଇ ହିଞ୍ଜିଳିକାଟୁ ଶ୍ରମିକ ଜିଲ୍ଲାପାଳଙ୍କୁ ଦେଲେ ଦାବି ପତ୍ର

ଦୈନିକ ମଜୁରୀ ମାତ୍ର ୧୪୦ ଟଙ୍କାରେ କ୍ଷୁବ୍ଧହୋଇ ହିଞ୍ଜିଳିକାଟୁ ଶ୍ରମିକ ଜିଲ୍ଲାପାଳଙ୍କୁ ଦେଲେ ଦାବି ପତ୍ର

#ହିଞ୍ଜିଳିକାଟୁ_ଶ୍ରମିକଙ୍କ_ଜିଲ୍ଲାପାଳଙ୍କୁ_ଦାବି_ପତ୍ର              ହିଞ୍ଜିଳିକାଟୁ   :  କ୍ରାନ୍ତିକାରୀ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ସଦସ୍ୟ ତଥା  କୃଷି ଶ୍ରମିକ ନେତ୍ରୀ ପି.ପାର୍ବତୀଙ୍କ ନେତୃତ୍ୱରେ ବଡଖଣ୍ଡି  ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ମନରେଗା ଶ୍ରମିକ ମାନେ ଶୁକ୍ରବାର ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କୁ ସାକ୍ଷାତ କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି । କରୋନା ମହାମାରୀ ସମୟରେ ଶ୍ରମିକ ମାନେ ରୋଜଗାର ହରାଇ ବହୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା […]

Continue Reading
ମଦ୍ୟପ ପୁଅକୁ ହାଣି ମାଟିରେ ପୋତିଦେଲା ମା’

ମଦ୍ୟପ ପୁଅକୁ ହାଣି ମାଟିରେ ପୋତିଦେଲା ମା’

#ମଦ୍ୟପ_ପୁଅକୁ_ହାଣି_ମାଟିରେ_ପୋତିଦେଲା_ମା’        ଖଲ୍ଲିକୋଟ  :     ଜଣେ ମଦ୍ୟପ ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ହୋଇ ଶେଷରେ ମାଆ ପୁଅକୁ ଏକ ଧାରୁଆ କାତି ରେ ହାଣି ହତ୍ୟା କରିବା ପରେ ଘର ପଛ ପଟେ ମାଟି ତଳେ ପୋତି ଦେଇଥିବା ଭଳି ଏକ ଅଭାବନୀୟ ଘଟଣା ଏବେ ଖଲ୍ଲିକୋଟ ଅଞ୍ଚଳରେ ଚାଂଚଲ୍ୟ ଖେଳାଇଦେଇଛି । ଏଭଳି ଏକ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତ ର ଗୋପପୁର ଗ୍ରାମରେ । ଗୋପପୁର ହରିଜନ ସାହିର […]

Continue Reading
ସରକାରୀ ସହାୟତା ଅପେକ୍ଷାରେ ମୃତ୍ୟୁ ବରଣ କଲେ ରୋଗାକ୍ରାନ୍ତ ବିନୋଦ

ସରକାରୀ ସହାୟତା ଅପେକ୍ଷାରେ ମୃତ୍ୟୁ ବରଣ କଲେ ରୋଗାକ୍ରାନ୍ତ ବିନୋଦ

#ସରକାରୀ_ସହାୟତା_ଅପେକ୍ଷାରେ_ମୃତ୍ୟୁ_ବରଣ_କଲେ_ରୋଗାକ୍ରାନ୍ତ_ବିନୋଦ               ବ୍ରହ୍ମପୁର : ସ୍ୱାସ୍ଥ୍ୟ କ୍ଷେତ୍ରରେ ଜନସାଧାରଣଙ୍କ ଉର୍ଣ୍ଣତି ପାଇଁ ସରକାର ବିଭିନ୍ନ ଯୋଜନାମାନ କାର୍ଯ୍ୟ କରୁଛନ୍ତି l କିନ୍ତୁ ଅଧିକାଂଶ ସ୍ଥାନରେ ଏହାର ସଦୁପଯୋଗ ଠିକ ଭାବରେ ହେଉନଥିବା ପରିଲକ୍ଷିତ ହେଉଛି l କେଉଁଠି ପ୍ରଶାସନର ନଜର ଆଢୁଆଳରେ ହେଉ କିମ୍ବା ସ୍ଥାନୀୟ ଜନପ୍ରତିନିଧିଙ୍କ ଉଦାସୀନତା ହେଉ ଏମିତି କିଛି ଘଟଣା ଘଟୁଛି ଯାହାକି ସରକାରଙ୍କ ଯୋଜନା ଅପହଞ୍ଚ ହୋଇ ରହିଯାଉଛି l ଫଳରେ ଅନେକ ଲୋକ ଏହାର ସୁଫଳ ନପାଇ ଅକାଳରେ ମୃତ୍ୟୁ ବରଣ […]

Continue Reading
ପୋଲସରା ବିଧାୟକଙ୍କୁ କୋଭିଡ଼-୧୯ ଯୋଦ୍ଧା ଭାବେ ସମ୍ମାନୀତ

ପୋଲସରା ବିଧାୟକଙ୍କୁ କୋଭିଡ଼-୧୯ ଯୋଦ୍ଧା ଭାବେ ସମ୍ମାନୀତ

#ପୋଲସରା_ବିଧାୟକଙ୍କୁ_କୋଭିଡ଼-୧୯_ଯୋଦ୍ଧା_ଭାବେ_ସମ୍ମାନୀତ        ପୋଲସରା : ସାରା ରାଜ୍ୟ ବର୍ତ୍ତମାନ କରୋନା ମହାମାରୀ ବିରୁଦ୍ଧରେ ଲଢ଼ୁଥିବା ବେଳେ ଡାକ୍ତର , ନର୍ସ , ପୋଲିସ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ,ଅଗ୍ନିଶମ ବିଭାଗ କର୍ମଚାରୀ ଓ ସଫେଇ କର୍ମଚାରୀଙ୍କ ସମେତ ସମସ୍ତ  ପ୍ରଶାସନିକ ଅଧିକାରୀ ବୃନ୍ଦ ନିଜର  ଜୀବନକୁ ବାଜି ଲଗାଇ କରୋନା ଯୁଦ୍ଧରେ  ନିଜକୁ ସାମିଲ କରିଛନ୍ତି । ଏହି କ୍ରମରେ ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ  ଶ୍ରୀକାନ୍ତ ସାହୁ […]

Continue Reading
ଜୁଆ ଆଡ୍ଡା ରେ ଚଢ଼ାଉ ଜୁଆଡ଼ି ଗିରଫ

ଜୁଆ ଆଡ୍ଡାରେ ଚଢ଼ାଉ ଜୁଆଡ଼ି ଗିରଫ

#ଜୁଆ_ଆଡ୍ଡାରେ_ଚଢ଼ାଉ_ଜୁଆଡ଼ି_ଗିରଫ       ବ୍ରହ୍ମପୁର  : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ପୋଲିସ ପକ୍ଷରୁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନ ଧରି ବେଧଡକ ଭାବେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୧୦ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୧୮ ହଜାର ଟଙ୍କା ଓ ତାସ ମୁଠା ଜବତ କରିଥିବା ଜଣାପଡିଛି । ଖବରନୁଯାୟୀ , ବର୍ତ୍ତମାନ ଲକଡାଉନ କଟକଣା ଜାରି ରହିଥିବା ବେଳେ ଜୁଆଡି ମାନେ ସ୍ଥାନୀୟ ରାଣୀ ସାହିରେ […]

Continue Reading
ବଜ୍ରପାତରେ ୭ଗାଈ ମୃତ

ବଜ୍ରପାତରେ ୭ଗାଈ ମୃତ

#ବଜ୍ରପାତରେ_୭ଗାଈ_ମୃତ             ବ୍ରହ୍ମପୁର : ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ଦିଗପହଣ୍ଡି ବ୍ଲକ ଗୋପୀନାଥପୁର ଗ୍ରାମରେ ଶନିବାର ଅପରାହ୍ନରେ ଘଡ଼ଘଡ଼ି ବର୍ଷା ସହ ବଜ୍ରପାତ ମାଡରେ ୭ ଟି ଗାଈ ସମେତ ୨ ଟି ବାଛୁରୀର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ଅନୁଯାୟୀ , ଶନିବାର ଦିନ ଗୋପୀନାଥପୁର ଗ୍ରାମର ପୂର୍ଣ୍ଣ ନାଇକ ନାମକ ଜଣେ ଯୁବକ ନିଜର ଗାଈମାନଙ୍କୁ ସବୁଦିନ ଭଳି ଗ୍ରାମ ନିକଟସ୍ଥ ଖୋଲା ପଡ଼ିଆକୁ ଚରାଇବାକୁ ନେଇଥିଲେ । କିନ୍ତୁ ହଠାତ ଅପରାହ୍ନରେ ଆକାଶରେ […]

Continue Reading
ପାତ୍ରପୁ୍ରେ ଦୁଇ କରୋନା ସନ୍ଦିଗ୍ଧ, ସଙ୍ଗରୋଧରେ ପୋଲିସ କର୍ମଚାରୀ

ପାତ୍ରପୁ୍ରେ ଦୁଇ କରୋନା ସନ୍ଦିଗ୍ଧ, ସଙ୍ଗରୋଧରେ ପୋଲିସ କର୍ମଚାରୀ

#ପାତ୍ରପୁ୍ରେ_ଦୁଇ_କରୋନା_ସନ୍ଦିଗ୍ଧ                ପାତ୍ରପୁର  : ପାତ୍ରପୁର ବ୍ଳକ ଜରଡ଼ା ଥାନା ଇଲାକା ପୋଲରାଜପୁର ଗ୍ରାମରେ ଗତ ତିନି ତାରିଖ ଦିନ ଦୁଇ ପରିବାରଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଏହି ମାରପିଟ୍ ରେ ଉକ୍ତ ଗ୍ରାମର ଗୋଟିଏ ପରିବାରଙ୍କ ଜଣଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ କିଛି ଲୋକ ଆହାତ ହୋଇଥିଲେ । ଏହି ମାମଲାରେ ଦାଦା ପୁତୁରାଙ୍କୁ ଜରଡ଼ା ଥାନାରେ ଅଟକ ରଖି ପଚରାଉଚରା ପରେ  ଗିରଫ […]

Continue Reading
ବ୍ରହ୍ମପୁର ଟ୍ରାଫିକ ଥାନା ଦ୍ୱାରା ରକ୍ତଦାନ ଶିବିର

ବ୍ରହ୍ମପୁର ଟ୍ରାଫିକ ଥାନା ଦ୍ୱାରା ରକ୍ତଦାନ ଶିବିର

#ବ୍ରହ୍ମପୁର_ଟ୍ରାଫିକ_ଥାନା_ଦ୍ୱାରା_ରକ୍ତଦାନ_ଶିବିର            ବ୍ରହ୍ମପୁର  : କରୋନାକୁ ନେଇ ଲକ୍‌ଡ଼ାଉନ୍ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଟ୍ରାଫିକ ଥାନାରେ ଥାନାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ଟ୍ରାଫିକ ଡିଏସପି ସାର୍ଥକ ରାୟ, ରକ୍ତ ଦେଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ବସ ୟୁନିଅନ ସମ୍ପାଦକ ସନ୍ତୋଷ ପତି, ହାବିଲଦାର ଓ କନେଷ୍ଟବଳ ସଂଘର ସମ୍ପାଦକ ଶ୍ରୀନିବାସ […]

Continue Reading