ଧାମରା ବନ୍ଦରରେ ଚୀନର ଜାହାଜ, ଆଶଙ୍କାରେ ବନ୍ଦରର କର୍ମଚାରୀ

ଧାମରା ବନ୍ଦରରେ ଚୀନର ଜାହାଜ, ଆଶଙ୍କାରେ ବନ୍ଦରର କର୍ମଚାରୀ

#ଧାମରା_ବନ୍ଦରରେ_ଚୀନର_ଜାହାଜ,_ଆଶଙ୍କାରେ_ବନ୍ଦରର_କର୍ମଚାରୀ  ଭଦ୍ରକ: ଚୀନରେ କରୋନାକୁ ନେଇ ଆତଙ୍କ ଖେଳିଥିବା ବେଳେ  ଭଦ୍ରକ ଜିଲ୍ଲାର ଧାମରା ବନ୍ଦରରେ ଲାଗିଲା ଚୀନର ଏକ ଜାହାଜ । ଏହା ଦେଖି ଧାମରା ବନ୍ଦରର କର୍ମଚାରୀଙ୍କ ଭିତରେ କୋକୁଆ ଭୟ ଖେଳିଯାଇଛି। ଏହି ଜାହଜରେ ଚୀନର ଲୋକେ ଥିବାର ଆଶଙ୍କା କରିଛନ୍ତି ବନ୍ଦର କର୍ମଚାରୀ। ସେମାନେ ଭୟରେ କାମ କରୁଛନ୍ତି । ଏହାକୁ ବିରୋଧ କରିବାରୁ ଜାହାଜର ପତାକା କାଢ଼ି ଦିଆଯାଇଥିବା ଜଣାପଡ଼ିଛି । ଦୁଇଟି ଜାହାଜରେ ଆଇରନ ପ୍ଲେଟ୍ ଏବଂ କୋଇଲା […]

Continue Reading
ରାସ୍ତା ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍‌

ରାସ୍ତା ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍‌

#ରାସ୍ତା_ତଳକୁ_ଖସି_ପଡ଼ିଲା_ଯାତ୍ରୀବାହୀ_ବସ୍‌  ଭଦ୍ରକ: ଭଦ୍ରକ ଜିଲ୍ଲାର ୧୬ନମ୍ବର ଜାତୀୟ ରାଜପଥର ଭଣ୍ଡାରୀପୋଖରୀ ନେଉଳିଆ ଛକ ନିକଟରେ ବୁଧବାର ଭୋରରୁ ଏକ ଯାତ୍ରୀବାହୀ ବସ୍‌ ରାସ୍ତାତଳକୁ ଓଲଟି ପଡ଼ିଛି। ଏହି ବସ୍‌ଟି ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସନ୍ତୋଷି ନାମକ ବସ୍‌ଟି ବାଲେଶ୍ୱରରୁ ଭୋର ପ୍ରାୟ ୪ଟାରେ ବାହାରି ୪୮ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହି ସମୟରେ ବସ୍‌ ଚାଳକଙ୍କ ଆଖି ଲାଗି ଯିବାରୁ ଭଣ୍ଡାରୀପୋଖରୀ ନେଉଳିଆ ଛକ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା […]

Continue Reading

ଧାନ ବୋଝେଇ ଟ୍ରକ୍‌କୁ ପିଟିଲା ତୀର୍ଥଯାତ୍ରୀ ବସ :୧୭ ଗୁରୁତର

#ଧାନ_ବୋଝେଇ_ଟ୍ରକ୍‌କୁ_ପିଟିଲା_ତୀର୍ଥଯାତ୍ରୀ_ବସ_୧୭_ଗୁରୁତର ଭଦ୍ରକ :  ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଧାନ ବୋଝେଇ ଟ୍ରକ୍‌କୁ ଏକ ତୀର୍ଥଯାତ୍ରୀ ବସ୍‌ ସମ୍ମୁଖରୁ ଧକ୍କା ଦେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ୫ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଗୁରୁତରଙ୍କୁ ମିଶାଇ ମୋଟ ୨୩ ଜଣ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, […]

Continue Reading

ଗଛରେ ପିଟି ହେଲା ଅଟୋ, ଜଣେ ମୃତ

 ଚାନ୍ଦବାଲି   : ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ମତୋ ମାଧପୁର ରାସ୍ତାର ବଙ୍ଗାଳିପଡ଼ା କରାଣ୍ଡିମାଳ ଛକ ରାସ୍ତା ନିକଟରେ ଏକ ଅଟୋ ଦ୍ରୁତ ଗତିରେ ଆସି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିବାରୁ ଜଣଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି। ଗଛରେ ପିଟି ହୋଇ ଅଟୋ ଓଲଟି ପଡ଼ିଥିବା ବେଳେ ଏଥିରେ ବସିଥବା ୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏମାନଙ୍କ ଭିତରୁ ୪ ଜଣ ଗୁରୁତର ଓ ଜଣେ ସଂକଟାପନ୍ନ ଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି […]

Continue Reading

ଭାରତ ବନ୍ଦ : ରାସ୍ତାରେ ଟାୟାର ଜାଳିଲେ,ରେଳ ଅଟକାଇଲେ ଆନ୍ଦୋଳନକାରୀ

ଭୁବନେଶ୍ୱର/ରାୟଗଡ଼ା/ଭଦ୍ରକ:ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଭଦ୍ରକ ଓ ବାଲେଶ୍ୱର ଷ୍ଟେସନରେ ଆନ୍ଦୋଳନକାରୀ ଟ୍ରେନକୁ ଅଟକାଇଥିବାବେଳେ ରାୟଗଡ଼ା ଗୁଣୁପୁରରେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଭଦ୍ରକରେ ଏଆଇସିସିଟିୟୁ ଓ ସିପିଆଇ ପକ୍ଷରୁ ବହୁ ସଂଖ୍ୟାରେ କର୍ମୀ ଷ୍ଟେସନରେ ପହଂଚି ଟ୍ରେନକୁ ଅଟକାଇଛନ୍ତି । ସେହିପରି ପ୍ରବଳ ଶୀତ ସତ୍ୱେ ରାୟଗଡାର ଗୁଣୁପୁରରେ ଏଆଇସିସିଟିୟୁର କର୍ମୀମାନେ ଧର୍ମଘଟ ଓ ବନ୍ଦ ଡାକରା ଦେଇ ରାସ୍ତାକୁ ଓହ୍ଲାଇଛନ୍ତି ।   ରାଜଧାନୀ […]

Continue Reading

ଟ୍ରକ୍‌ ସହ ବସ୍‌ର ମୁହାଁମୁହିଁ ଧକ୍କା,ଚାଲିଗଲା ୨ ଜୀବନ

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗରରେ ଦୁଇ ଦିନ ଧରି ଚାଲିଥିବା  ଉର୍ସରୁ ଫେରୁଥିବା ଏକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଭୋର ପ୍ରାୟ ୪ଟା ବେଳେ ବାସୁଦେବପୁର ଅଭିମୁଖେ ଯାଉଥିବା ଏହି ବସ୍‌ଟି ବନ୍ତ ଛକରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର […]

Continue Reading