ଜଗନ୍ନାଥ ଦର୍ଶନ ଲାଗି ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣାରେ ୨ ମୃତ

ବଲାଙ୍ଗୀର: ବଲାଙ୍ଗୀର -ସୋନପୁର ରାସ୍ତାର ବଇରାସ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ହୋଇଥିବାର ଖବର ମିଳିଛି। ଏକ ଟ୍ରକ୍‌କୁ ଏକ ବୋଲେରୋ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଥାନା ଅନ୍ତର୍ଗତ ଘୁମେର ଗାଁର ୧୫ ଜଣ ମହିଳା ଓ ପୁରୁଷ ବୋଲେରୋରେ ପୁରୀ ଅଭିମୁଖେ ବାହାରିଥିଲେ। ସେମାନେ ଜଗନ୍ନାଥ […]

Continue Reading

ଲୁଟି ନେଲେ ୪୦ ଭରି ସୁନା

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କୁଡ଼ାସିଂହା ଗାଁର ଉଜ୍ଜ୍ୱ ସାହୁଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ୧୦ରୁ ଅଧିକ ଡକାୟତ ୨ଟି ୪ ଚକିଆ ଗାଡ଼ିରେ ତାଙ୍କ ଘରକୁ ଆସିଥିଲେ। ସେମାନେ ବନ୍ଧୁକ ଓ ବିଭିନ୍ନ ଅସ୍ତ୍ରଶସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରିଥିଲେ। ଏହାପରେ ୪୦ ଭରି ସୁନା ଏବଂ ନଗଦ ୪୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ […]

Continue Reading

ଭାଇ ହେଲା ଭଗାରୀ,ସିଦ୍ଧି ହାସଲ ପାଇଁ ଭଉଣୀକୁ ଦେଲା ବଳି; ଜଙ୍ଗଲରୁ ଉଦ୍ଧାର ହେଲା ଭଉଣୀର ମୁଣ୍ଡ ବିହୀନ ଗଳିତ ଶବ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ସାଲେବରଟ ଗାଁର ଜଣେ ଯୁବକକୁ ପୁଲିସ ନିଜ ଭଉଣୀକୁ ହତ୍ୟା କରିବା ଅଭିଯୋଗରେ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ଶୋଭାବନ ବୋଲି ଜଣାପଡ଼ିଛି। ଗିରଫ ହେବା ପରେ ଶୋଭାବନ ପୁଲିସ ନିକଟରେ ନିଜର ଦୋଷକୁ ସ୍ୱୀକାର ବି କରିଛି । ସୂଚନାଯୋଗ୍ୟ, ଡିସେମ୍ବର ୨୪ ତାରିଖରେ ଭାଇ ଶୋଭାବନକୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇ ଭଉଣୀ ଜନନୀ ନିଖୋଜ ହୋଇଯାଇଥିଲା। ଏହାପରେ ଗ୍ରାମବାସୀ ଜନନୀକୁ ଯେତେ ଖୋଜାଖୋଜି କରିଥିଲେ […]

Continue Reading

ବାସନ୍ଦ ଭୟ, ବାପାଙ୍କ ଶବ ସତ୍କାର କଲା ବିଧବା ଝିଅ

ବଲାଙ୍ଗିର : ଯେତେ ଯାହା କଲେ ବି ଲୋକଙ୍କ ଭିତରୁ ଦୂର ହେଉନି ଅନ୍ଧବିଶ୍ୱାସ ଓ କୁସଂସ୍କାର। ସାମାଜିକ ବାସନ୍ଦ ଭୟରେ କେହି ଶବ ଛୁଇଁଲେନି। ୧୬ ଘଣ୍ଟା ପରେ ବାପାଙ୍କ ଶବକୁ ଭଙ୍ଗା ଖଟିଆରେ ଘୋଷାରି ଘୋଷାରି ନେଇ ସତ୍କାର କଲେ ଝିଅ। ଏପରି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଗୁଡ଼ଭେଳା ବ୍ଲକ ଜଙ୍ଗଲ ପାହାଡ ଘେରା ଘୁନା ଗାଁରେ। ପୂରା ଘଟଣା ଏମିତି। ଗତ କିଛି ବର୍ଷ ତଳେ ଘୁନା ଗାଁର ବାଲି […]

Continue Reading