ବିଧାୟକଙ୍କୁ ଲାଗିଲା କାଳିସୀ!
ଅନଗୁଳ : ( ବିଶ୍ବଜିତ ପଟନାୟକ ) ଆଠମଲ୍ଲିକ ବିଧାୟକ ରମେଶ ସାଏ କାଳିସୀ ଲାଗିଲେ। ରବିବାରରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଠମଲ୍ଲିକର ଆମ୍ବସର ମୁଣ୍ଡା ନିକଟରେ।ଗାଁରେ ଶାମ୍ବଦଶମୀ ପୂଜା ଚାଲିଥିବା ବେଳେ କଳସ ଯାତ୍ରା ହୋଇଥିଲା। ଏହି ଉତ୍ସବ ରେ ବିଧାୟକ ଯୋଗ ଦେବାକୁ ଯାଇଥିଲେ। ପୂଜା ସମୟରେ ଢୋଲ ଏବଂ ଝାଞ୍ଜ ବାଜିଲା ପରେ ବିଧାୟକଙ୍କ ଦେହରେ କାଳିସୀ ସବାର ହୋଇଥିଲା। ତାଙ୍କ ହାତରେ ଥିଲା ଏକ ଖଣ୍ଡା। ଲୋକମାନେ ତାଙ୍କୁ […]
Continue Reading