କରୋନାରେ ନାଲକୋ ଡ଼ିଜିଏମ୍ ମୃତ୍ୟୁ

କରୋନାରେ ନାଲକୋ ଡ଼ିଜିଏମଙ୍କ ମୃତ୍ୟୁ

#କରୋନାରେ_ନାଲକୋ_ଡ଼ିଜିଏମଙ୍କ_ମୃତ୍ୟୁ                 ଅନୁଗୋଳ : ( ମୁସାରଫ ଅହେମ୍ମଦ ) ଅନୁଗୋଳ ଜିଲ୍ଲାରେ କରୋନା ନେଇଛି ପ୍ରଥମ ମୁଣ୍ଡ । ନାଲକୋର ଜଣେ ଡ଼ିଜିଏମ୍ (୫୭ ବର୍ଷ) କରୋନାରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଛନ୍ତି । ତାଙ୍କର ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲାପାଳ ମନୋଜ ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସେ ବୁର୍ଲାସ୍ଥିତ ଭିମସାରରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ନମୁନା ପରୀକ୍ଷା ନିମନ୍ତେ ପଠାଯାଇଥିଲା । ତାହା […]

Continue Reading
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ କୋଭିଡ – ୧୯ ସହାୟତା

ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ କୋଭିଡ – ୧୯ ସହାୟତା

#ଜେଏସପିଏଲ_ଫାଉଣ୍ଡେସନ_ପକ୍ଷରୁ_କୋଭିଡ – ୧୯_ସହାୟତା         ଅନୁଗୋଳ: ( ମୁସାରଫ୍ ଅହମ୍ମଦ )  ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡର ସାମାଜିକ ଦାୟିତ୍ୱବୋଧ ବିଭାଗ ଭାବେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ସାରା ଭାରତ ବର୍ଷରେ କୋଭିଡ-୧୯ କୁ ପରାସ୍ତ କରିବା ଲକ୍ଷ୍ୟ ନେଇ ଅନୁଗୋଳ ଜିଲ୍ଲାର ତୃଣମୂଳ ସ୍ତରରେ କାମ କରୁଥିବା ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କ ନିମନ୍ତେ ମାସ୍କ ଓ ସାନିଟାଇଜର କିଟ ପ୍ରଦାନ କରାଯାଇଅଛି l ଜିଲ୍ଲାର ସମସ୍ତ ୧୬୫୪ ଅଙ୍ଗନବାଡି […]

Continue Reading
ଦୁଇ ଶିଶୁକନ୍ୟାଙ୍କୁ ସହାୟତାର ହାତ ବଢ଼ାଇଲା ସଂକଳ୍ପ

ଦୁଇ ଶିଶୁକନ୍ୟାଙ୍କୁ ସହାୟତାର ହାତ ବଢ଼ାଇଲା ସଂକଳ୍ପ

#ଦୁଇ_ଶିଶୁ_କନ୍ୟାଙ୍କୁ_ସହାୟତାର_ହାତ_ବଢ଼ାଇଲା_ସଂକଳ୍ପ          ପିପିଲି : ( ବିଜୟ କୁମାର ମହାପାତ୍ର ) ପିପିଲି ବ୍ଳକ କସରଦାରେ ଦୁଇ ନିରାଶ୍ରୟ ଶିଶୁକନ୍ୟାଙ୍କ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଅନୁଗୁଳର ସଂକଳ୍ପ ସୋସିଆଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛି । ଦୁଇ ଝିଅଙ୍କ ପାଇଁ ଚାଉଳ ଓ ଅନ୍ୟାନ୍ୟ ରାସନ ସାମଗ୍ରୀ ସହ ପାଠପଢ଼ା ପାଇଁ ଆବଶ୍ୟକୀୟ ଜିନିଷ ପଠାଇଛି ଟ୍ରଷ୍ଟ । ଯେଉଁଥିରେ ପଢ଼ାବହି, ଖାତା, କଲମ, ପେନସିଲ, ଡ୍ରଇଁ ଖାତା ଇତ୍ୟାଦି ରହିଛି […]

Continue Reading
ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ

ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ

#ବଡ଼_ଭାଇର_ଟାଙ୍ଗିଆ_ଚୋଟରେ_ସାନଭାଇର_ମୃତ୍ୟୁ                ଅନୁଗୁଳ : ( ବିଶ୍ବଜିତ ପଟ୍ଟନାୟକ )      ଅନୁଗୁଳ ଜିଲ୍ଲାର ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରଜାଙ୍ଗ ଗାଁରେ ଘଟିଛି ଦୁଃଖଦ ଘଟଣା ।  ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ବରଣ କରିଛି । ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାରୁ ପ୍ରକାଶ ଯେ , ଗୁରବାର ରାତିରେ କୌଣସି କଥାକୁ ନେଇ ବଡ଼ ଭାଇ ବଂଶୀଧର ନାୟକ(୪୫) ଓ ସାନଭାଇ ଦିଲୀପ ନାୟକ(୩୪)ଙ୍କ ଭିତରେ ଘର ଅଗଣାରେ […]

Continue Reading

ସିରିଡି ସାଇ ଟ୍ରେନରୁ ଖସି ଡାକ୍ତର ମୃତ

ଅନୁଗୁଳ: (ବିଶ୍ବଜିତ ପଟନାୟକ ) ଅନୁଗୁଳ ଜିଲ୍ଲା ବଇଣ୍ଡା ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସି ଡାକ୍ତରଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି କ୍ୟାପିଟାଲ ହସ୍ପିଟାଲର ପୂର୍ବତନ ମେଡିସିନ ସ୍ପେଶାଲିଷ୍ଟ କୁଳମଣି ସାମଲ । ସାଇନଗର ରୁ ପୁରୀ ଯାଉଥିବା ଟ୍ରେନରେ ଭୁବନେଶ୍ବର ଯିବା ପାଇଁ ବାହାରିଥିବା ଡାକ୍ତର ସାମଲ ଟ୍ରେନରେ ଚଢ଼ୁ ଥିବା ସମୟରେ ଗୋଡ଼ ଖସି ଯାଇଥିଲା। ସେହି ସମୟରେ ଟ୍ରେନ ଛାଡି ଦେବାରୁ ଟ୍ରାକରେ ଡାକ୍ତରଙ୍କୁ ଟ୍ରେନ କିଛି ବାଟ ଘୋସାଡି […]

Continue Reading

ଚାଷ ଜମିରେ ୫୦ ଫୁଟ୍‌ର ଗର୍ତ୍ତ

ଅନୁଗୋଳ ( ମୁସାରଫ ଅହମ୍ମଦ ): ମାଟି ଦବି ଯାଇ ଚାଷ ଜମିରେ ସୃଷ୍ଟି ହୋଇଛି ୫୦ ଫୁଟ୍‌ର ଗର୍ତ୍ତ। କେଉଁ ପରିସ୍ଥିତିରେ ଏହି ଗର୍ତ୍ତ ସୃଷ୍ଟି ହୋଇଛି, ତାହା ଜଣାପଡ଼ି ନାହିଁ। ତେବେ କୋଇଲା ଖୋଳି ନେବା ପରେ ଠିକ୍‌ ଭାବେ ବାଲି ଫିଲିଂ ହୋଇନଥିବାରୁ ଏପରି ଗର୍ତ୍ତ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। ବୁଧବାର ଏପରି ଘଟଣା ଅନୁଗୋଳ ଜିଲ୍ଲା ତାଳଚେର ପୌରାଞ୍ଚଳରେ ଦେଖିବାକୁ ମିଳିଛି। ବୁଧବାର ସକାଳେ ତାଳଚେର ପୌରାଞ୍ଚଳର ୧୮ ନଂ […]

Continue Reading

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ତାଳଚେର ବିଧାୟକ

ଅନୁଗୁଳ : ( ମୁସାରଫ ଅହେମ୍ମଦ ) ଏନଟିପିସିର ସଂପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗ୍ରହଣ କରିଥିବା ନିଷ୍ପତ୍ତିକୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସ୍ବାଗତ କରିଛନ୍ତି | ଉଲ୍ଲେଖ ଯୋଗ୍ୟ ଯେ, ଗୁରୁବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ତ୍ବ ରେ ଲୋକ ସେବାଭବନ ଠାରେ ଅନୁଷ୍ଠିତ ଏକ ଗୁରୁତ୍ତ୍ବପୂଣ୍ଣ ବୈଠକରେ ଏନ.ଟି.ପି.ସି ର ସମ୍ପ୍ରସାରଣ ପାଇଁ ୭୬୫୮କୋଟି ଟଙ୍କାର ଅନୁମୋଦନ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି

Continue Reading

ନ।ଲକୋ ରେ ବନ୍ଦ ପାଳନ

ଅନୁଗୁଳ: (ମୁସାରଫ୍ ଅହମ୍ମଦ୍) ବିଭିନ୍ନ ଦ।ବି ନେଇ ଅ।ଜି ନ।ଲକୋ ସିପିପି ଗୋଲେଇ ଛକ ଠାରେ ବନ୍ଦ ପାଳନ କର।ଯାଇଛି। ଏଥିରେ ଆଇ ଏନ ଟିୟୁସି ,ଏଚ ଏମ ଏସ, ସିଟୁ ପ୍ରମୁଖ ସଙ୍ଗଠନ ର କର୍ମକର୍ତ୍ତା ମ।ନେ ଯୋଗ ଦେଇଛନ୍ତି। ଏଥି ଯୋଗୁ ନ।ଲକୋ ରେ ଉତ୍ପାଦନ ରେ ବାଧାପ୍ରାପ୍ତ ହୋଇଛି। ଶ୍ରମିକ ନେତା ପ୍ଲାଣ୍ଟ ସମ୍ମୁଖ ରେ ଧର୍ମ ଘଟ କରିଛନ୍ତି। ଏହି ଧର୍ମଘଟ ରେ ନ।ଲକୋ ଶ୍ରମିକ କଂଗ୍ରେସ ର ସାଧାରଣ ସମ୍ପାଦକ […]

Continue Reading

ନାଲକୋର ୪୦ ତମ ପ୍ରତିଷ୍ଠା ଦିବସ

ଅନୁଗୋଳ: (ମୁସାରଫ୍ ଅହମ୍ମଦ୍) ନବରତ୍ନ କମ୍ପାନୀ ନାଲକୋର ୪୦ ତମ ପ୍ରତିଷ୍ଠା ଦିବସ ଦୁଇ ଦିନ ଧରି ଚାଲିଛି l ଏଥିପାଇଁ ନାଲକୋ ଟାଉନ ସିପ ମୀନା ବଜାର ପଡିଆ ଠାରେ ଅନୁଷ୍ଠିତ ହୋଇଛି l ଏସ୍ ଆଣ୍ଡ ପି କମନ୍ ୱେଲ ଫେୟାର ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ୭ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପ୍ରଣବ କୁମାର ଦାସ ଚିଫ କମିଶନର (ଇନକମ ଟ୍ୟାକ୍ସ ), ମୁଖ୍ୟ ବକ୍ତାଭାବେ […]

Continue Reading

ପାଲଲହଡାରେ ବ୍ଲକସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ :୯୦%ପୂରଣ ପାଇଁ ବିଧାୟକଙ୍କ ନିର୍ଭାର ପ୍ରତିଶୃତି hi

  ପାଲଲହଡା : (ମୁଶାରଫ ଅହେମଦ ) ସ୍ୱାଧୀନତାର ଦୀର୍ଘ ସତୁ ରୀ ବର୍ଷପରେ ବିଦେଶୀ ବିଧାୟକମାନଙ୍କଦ୍ୱାରା ଶାସିତ ହେଉଥିବା ପାଲଲହଡା ନିର୍ବାଚନମଣ୍ଡଳୀ ଆଜି ଜଣେ ମାଟିର ପୁଅକୁ ପାଇ ଯେତିକି ଗର୍ବିତ ନୁହେଁ ସେତିକି ବଡ଼କୁ ପଚାରି ସାନକୁ ଉଚ୍ଚାରୀ ନ୍ୟାୟରେ ପାଲଲହଡା ବ୍ଲକ ର ସାମଗ୍ରୀକ ବିକାଶ ପାଇଁ ଆଜି ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ତାହା ପାଲଲହଡାର ସମସ୍ତ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକଙ୍କ ମନକୁ ଛୁଇଁଛି | ଆଜି ପାଲଲହଡା ମାଟିର […]

Continue Reading