ବଲିଉଡ଼ରେ ୨୦୧୯ ଥିଲା ନୂଆ କଳାକାରଙ୍କ ବର୍ଷ

ମୁମ୍ବାଇ: ୨୦୧୯ରେ ବଲିଉଡ଼ ଅନେକ ନୂଆ କଳାକାରଙ୍କୁ ଦର୍ଶକମାନଙ୍କୁ ଭେଟିଦେଇଛି। କିଛି ସଫଳତା ଓ କିଛି ବିଫଳତାକୁ ନେଇ ୨୦୧୯ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ପରିବେଷଣ କରିବାରେ ସକ୍ଷମ ହୋଇଛି। ଏ ବର୍ଷ ଅନେକ ନୂଆ କଳାକାରଙ୍କ ସହ କିଛି ଷ୍ଟାର କିଡ୍‍ସ ମଧ୍ୟ ବଲିଉଡ଼ରେ ପାଦ ଥାପିଛନ୍ତି। ଆସନ୍ତୁ ଜାଣିବା ୨୦୧୯ରେ ବଲିଉଡ଼ରେ ଏଣ୍ଟ୍ରି କରିଥିବା ନୂଆ ତାରକାଙ୍କ ବିଷୟରେ ଏବଂ ଏହା ମଧ୍ୟ ଜାଣିବା ଯେ ସେମାନଙ୍କ ଚଳଚ୍ଚିତ୍ର ହିଟ୍‍ ହୋଇଛି ନା ଫ୍ଲପ୍‍- […]

Continue Reading