ପୁଣି ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ

ପୁଣି ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ

#ପୁଣି_ଟଳିଲା_ନିର୍ଭୟା_ଦୋଷୀଙ୍କ_ଫାଶୀ_ତାରିଖ     ନୂଆଦିଲ୍ଲୀ: ପୁଣି ଟଳିଲା ଫାଶୀ ତାରିଖ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଆସନ୍ତାକାଲି ଫାଶୀ ଲାଗି ଜାରି ହୋଇଥିବା ମୃତ୍ୟୁ ପରୱାନ‌ା ଉପରେ ରୋକ୍ ଲାଗିଛି। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ପୂର୍ବରୁ ମାର୍ଚ୍ଚ ୩ ତାରିଖରେ  ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ ଠାକୁର (୩୧)ଙ୍କ ଫାଶୀ ଲାଗି ଜାରି କରିଥିବା ଡେଥ୍ ୱାରେଣ୍ଟ ବା […]

Continue Reading
ହାତଗଣ୍ଠି ପଡ଼ିବା ପୂର୍ବରୁ ବରକୁ ଉଠାଇ ନେଲା ପୁଲିସ

ହାତଗଣ୍ଠି ପଡ଼ିବା ପୂର୍ବରୁ ବରକୁ ଉଠାଇ ନେଲା ପୁଲିସ

#ହାତଗଣ୍ଠି_ପଡ଼ିବା_ପୂର୍ବରୁ_ବରକୁ_ଉଠାଇ_ନେଲା_ପୁଲିସ    କଟକ : ବାହାଘର ପାଇଁ ବେଦୀ ରେଡି। ପୂରୋହିତ ବି ମନ୍ତ୍ର ଉଚ୍ଚାରଣ ଆରମ୍ଭ କରିଥିଲେ। ଜନ୍ମ ଜନ୍ମର ସାଥୀ ହେବା ପାଇଁ କେବଳ ଅପେକ୍ଷା ଥିଲା ହାତଗଣ୍ଠି ପଡିବାକୁ। ହଠାତ ସବୁକିଛି ଠପ୍‌ ହୋଇଗଲା। ଆଉ ବେଦୀରୁ ବରକୁ ଉଠାଇ ନେଲା ପୁଲିସ। ଆଜି ଏପରି ଘଟଣା କଟକରେ ଘଟିଛି। ଅଭିଯୋଗ ହେଉଛି, ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରୁଥିବାରୁ ବରକୁ ପୁଲିସ ଉଠାଇ ନେଇଛି। ମହାନଦୀ ବିହାର ଅଞ୍ଚଳର ପ୍ରିୟ […]

Continue Reading
ବାପାକୁ ପିିଟି ପିଟି ମାରିଲା ପୁଅ

ବାପାକୁ ପିିଟି ପିଟି ମାରିଲା ପୁଅ

#ବାପାକୁ_ପିିଟି_ପିଟି_ମାରିଲା_ପୁଅ  ଭୁବନେଶ୍ୱର : ବାପାକୁ ପିଟି ପିଟି ମାରିଲା ପୁଅ। ଏଭଳି ଏକ ହୃଦୟବିଦାକର ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀବିହାର ଅଞ୍ଚଳରେ। ପାରିପାରିକ କଳହରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ବାପାକୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ପୁଅକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ଶୈଳଶ୍ରୀବିହାରର ସାହୁ କଲୋନୀରେ ଘଟିଥିବା ଏହି ହତ୍ୟାକାଣ୍ଡ ସେଠାରେ ଆଲୋଡନ ସୃଷ୍ଟି କରିଛି। ପୁଲିସ ଅଭିଯୁକ୍ତକୁୁ ଗିରଫ କରିବା ସହ ମୃତଦେହ ଜବତ କରି ଘଟଣାର ତଦନ୍ତ […]

Continue Reading
ଘରେ ପଶି ୧୦୦ ଗ୍ରାମ ସୁନା, ବିଦେଶୀ ମୁଦ୍ରା ସହ ୭ ଲକ୍ଷ ଟଙ୍କା ଲୁଟ

ଘରେ ପଶି ୧୦୦ ଗ୍ରାମ ସୁନା, ବିଦେଶୀ ମୁଦ୍ରା ସହ ୭ ଲକ୍ଷ ଟଙ୍କା ଲୁଟ

#ଘରେ_ପଶି_୧୦୦_ଗ୍ରାମ_ସୁନା,_ବିଦେଶୀ_ମୁଦ୍ରା_ସହ_୭_ଲକ୍ଷ_ଟଙ୍କା_ଲୁଟ   ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ରାତି ବଡ଼ ଧରଣର ଡକାୟତି ଅଭିଯୋଗ ହୋଇଛି। ନନ୍ଦନକାନନ ଥନା ଅନ୍ତର୍ଗତ ରଘୁନାଥପୁରସ୍ଥିତ ସିଏସ୍‌ଏସ୍‌ ହୋମସ୍‌ ଆପାର୍ଟମେଂଟରେ ଏହି ଡକାୟତି ହୋଇଥିବା ଜଣାଯାଇଛି। ଦୁର୍ବୃତ୍ତମାନେ ମଧ୍ୟ ରାତ୍ରିରେ ଘରେ ପଶି ୧୦୦ ଗ୍ରାମର ସୁନା ଅଳଙ୍କାର, ପ୍ରାୟ ଅଧକିଲୋ ରୂପା ଗହଣା, ପ୍ରାୟ ୭ ଲଷ ଟଙ୍କା, ବିଦେଶୀ ମୁଦ୍ରା ଲୁଟ କରିଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହେବା ପରେ ପୁଲିସର ଛାନ୍‌ଭିନ୍‌ ଆରମ୍ଭ କରିଥିବା ଜଣାଯାଇଛି।   ସୂଚନା […]

Continue Reading
ସିଏଏକୁ ନେଇ ଜଳୁଛି ଦିଲ୍ଲୀ, ମୃତ୍ୟୁସଂଖ୍ୟା ୭କୁ ବଢ଼ିଲା

ସିଏଏକୁ ନେଇ ଜଳୁଛି ଦିଲ୍ଲୀ, ମୃତ୍ୟୁସଂଖ୍ୟା ୭କୁ ବଢ଼ିଲା

#ସିଏଏକୁ_ନେଇ_ଜଳୁଛି_ଦିଲ୍ଲୀ,_ମୃତ୍ୟୁସଂଖ୍ୟା_୭କୁ_ବଢ଼ିଲା  ନୂଆଦିଲ୍ଲୀ:  ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀରେ ହିଂସା ଜାରି ରହିଛି। ରବିବାର ଠାରୁ ସିଏଏକୁ ନେଇ ଜାଫରାବାଦରେ ସୃଷ୍ଟି ହୋଇଥିବା ଚାପା ଉତ୍ତେଜନା  ଭୟଙ୍କର ରୂପ ନେଇଛି। ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ପଥରମାଡ଼ ଓ ପୋଡ଼ାଜଳାରେ ଏଯାଏ ୭ ଜଣଙ୍କ ଜୀବନ ଗଲାଣି। ମୃତକଙ୍କ ମଧ୍ୟରେ ଜଣେ ପୁଲିସ୍‌ କନଷ୍ଟେବଲ ରହିଛନ୍ତି। ଏବେ ବି ୯୦ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରୁ […]

Continue Reading
ପତ୍ନୀ ହତ୍ୟାକାରୀ ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ଆଜୀବନ କାରାଦଣ୍ଡ

ପତ୍ନୀ ହତ୍ୟାକାରୀ ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ଆଜୀବନ କାରାଦଣ୍ଡ

#ପତ୍ନୀ_ହତ୍ୟାକାରୀ_ଅବସରପ୍ରାପ୍ତ_କର୍ଣ୍ଣେଲଙ୍କୁ_ଆଜୀବନ_କାରାଦଣ୍ଡ   ଭୁବନେଶ୍ବର:  ନୂଆପଲ୍ଲୀ ଥାନା ଅଧୀନ ଆଇଆର୍‌ସି ଭିଲେଜରେ ଘଟିଥିବା ଚର୍ଚିତ ଉଷାଶ୍ରୀ ହତ୍ୟାକାଣ୍ଡ ଘଟଣାର ରାୟ ଆଜି ପ୍ରକାଶ ପାଇଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଉଷ‌ାଶ୍ରୀଙ୍କ ସ୍ବାମୀ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୩ ଜୁନ୍‌ ୨୧ ତାରିଖ  ରାତିରେ ଦୋଷୀ ସୋମନାଥ ପରିଡ଼ା  ତାଙ୍କ ପତ୍ନୀଙ୍କୁ ହତ୍ୟାକରିବା ପ‌ରେ ୩୦୦ ଖଣ୍ଡ କରି ବହୁ ସଂଖ୍ୟକ ଟିଫିନ୍ ବାକ୍ସରେ ଭର୍ତ୍ତି କରି ଦେଇଥିଲେ। ଦୀର୍ଘ ୭ […]

Continue Reading
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

#ଯୁବକଙ୍କୁ_ଗୋଡ଼ାଇ_ଗୋଡ଼ାଇ_ହାଣିଲେ ପିପିଲି  : (ବିଜୟ କୁମାର ମହାପାତ୍ର) ପୁରୀ ଜିଲ୍ଲା କଣ୍ଟି ପଞ୍ଚାୟତର କାକୁଡ଼ିଆ ଗାଁରେ ବ୍ରାଉନସୁଗର ବେପାରକୁ ବିରୋଧ କରିବାରୁ ଗୋଷ୍ଠୀ ସଂଘର୍ଷ ଓ ବୋମା ମାଡ଼ ହୋଇଛି I ଏଥିସହ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଗୁରୁତର ଯୁବକଙ୍କ ନା ଅଜୟ। ତାଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ରାତିରେ ଏହି ଘଟଣା ଘଟିଛି। ଗୁରୁତର ଆହତ ଅଜୟ ସ୍ଥାନୀୟ ଅଞ୍ଚଳରେ ନିଶା […]

Continue Reading

ଡାକ୍ତରଖାନାରେ ରକ୍ତ କାଳବଜାରୀ : ୮ଗିରଫ

ଧର୍ମଗଡ : କଳାହାଣ୍ଡି ଜିଲା ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରକ୍ତର କଳାବଜାରୀ ଅଭିଯୋଗରେ ଧର୍ମଗଡ ପୁଲିସ ରକ୍ତ ଭଣ୍ଡାର ଦୁଇ ଜଣ ଟେକନିସିଆନ ସମେତ ୮ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ୪ଜଣ ଦଲାଲ ଓ ଦୁଇ ଜଣ ଅଭ୍ୟାସଗତ ରକ୍ତ ଦାତା ଅଛନ୍ତି। ଗିରଫ ଟେକନିସିଆନ ଦୁଇ ଜଣ ହେଲେ ପ୍ରକାଶ କୁମାର ପଣ୍ଡା,ରମେଶ ନାଗ ଏବଂ ଦଲାଲ ତିନି ଜଣ ହେଲେ ପ୍ରତାପ ବଗର୍ତ୍ତି ,ଲକ୍ଷ୍ମଣ ନାଏକ ଓ ଅମ୍ବୁ […]

Continue Reading

ଆକାଉଣ୍ଟରୁ ୯୮,୦୦୦ଟଙ୍କା କାଢ଼ିନେଲା ଆଇଆରସିଟିସି !

ଗ୍ରେଟର ନୋଏଡା: ଗ୍ରେଟର ନୋଏଡାରେ ରହୁଥିବା ମନୀଷ ଚନ୍ଦ୍ର ବାଜପେୟୀ ୯୮,୦୦୦ଟଙ୍କା ଠକେଇର ଶିକାର ହୋଇଛନ୍ତି। କୌଣସି ରେଳ ଟିକେଟ୍ ବୁକ୍ ନ କରି ମଧ୍ୟ ତାଙ୍କ ଆକାଉଣ୍ଟରୁ କିଭଳି ଏତେ ଟଙ୍କା ଚାଲିଗଲା ସେ ନେଇ ଚିନ୍ତାରେ ମନୀଷ ଚନ୍ଦ୍ର ବାଜପେୟୀ। ଘଟଣା ପରେ ଏବେ ସେ ପୁଲିସରେ ଅଭିଯୋଗ କରିିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ। ଘରୋଇ କମ୍ପାନିରେ ସେଲସ୍ ମ୍ୟାନେଜର ଭାବେ କାମ କରୁଥିବା ମନୀଷ ଚନ୍ଦ୍ର ବାଜପେୟୀଙ୍କ ଅଭିଯୋଗ ମୁତାବକ, […]

Continue Reading