ବିଧାୟକ ହୋଇ ମଧ୍ୟ ଧାନ ବିଲରେ ଖଟୁଛନ୍ତି ପ୍ରୀତମ ପାଢ଼ୀ

ବିଧାୟକ ହୋଇ ମଧ୍ୟ ଧାନ ବିଲରେ ଖଟୁଛନ୍ତି ପ୍ରୀତମ ପାଢ଼ୀ

#ବିଧାୟକ_ହୋଇ_ମଧ୍ୟ_ଧାନ_ବିଲରେ_ଖଟୁଛନ୍ତି_ପ୍ରୀତମ_ପାଢ଼ୀ         କୋରାପୁଟ  : (ନିରଜ ଶତପଥୀ) ସାରା ବିଶ୍ୱ ରେ ମହାମାରୀ କରୋନା ବିରୁଦ୍ଧରେ ଲଢେଇ ଚାଲିଥିବାବେଳେ, ଘରେ ରୁହ ସୁସ୍ଥ ରୁହ କୁ ନେଇ ବିଭିନ୍ନ ସ୍ତରରେ ସଚେତନତା ଚାଲିଛି। ଏପରି ସମୟରେ ପଟାଙ୍ଗି ନିର୍ବାଚନ ମଣ୍ଡଳୀର ଆଦିବାସୀ ବିଧାୟକ ପ୍ରୀତମ ପାଢ଼ୀ ନିଜ ଗ୍ରାମ ପାକଝଲା ର ଚାଷ ଜମିରେ ନିଜକୁ ନିୟୋଜିତ କରିଛନ୍ତି। ଚାଷୀ ପରିବାରରେ ଜନ୍ମିତ ହୋଇ ନିଜର କୌଳିକ ବୃତ୍ତି ରେ ନିଜକୁ ନିୟୋଜିତ କରିଛନ୍ତି ପ୍ରୀତମ। କୋଡ଼ି ଓ […]

Continue Reading
କଡକନାଥ କୁକୁଡା ଚାଷକୁ ବଂଚାଇବାକୁ ଚେଷ୍ଟା

କଡକନାଥ କୁକୁଡା ଚାଷକୁ ବଂଚାଇବାକୁ ଚେଷ୍ଟା

#କଡକନାଥ_କୁକୁଡା_ଚାଷକୁ_ବଂଚାଇବାକୁ_ଚେଷ୍ଟା       କନ୍ଧମାଳ   : ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଜାରୀ ହୋଇଥିବା ଲକଡାଉନ୍ ଓ ସଟଡାଉନ୍ ପାଇଁ ଅନେକ ରୋଜଗାର ହରାଇଛନ୍ତି । ଅନେକ ହତାଶ ବି ହୋଇପଡିଛନ୍ତି । କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର ଆରାବାକା ଗ୍ରାମର ସ୍ମିତାରାଣୀ ପଟ୍ଟନାୟକଙ୍କ ବି ସେହି ଅବସ୍ଥା । ସ୍ୱାମୀଙ୍କ ଚାକିରୀ ଚାଲିଯିବା ପରେ ସେ ଧୋ÷ର୍ଯ୍ୟ ନହରାଇ ଖୋଜିଥିଲେ ବଂଚିବାର ରାହା । ସ୍ୱାବଲମ୍ବୀ ହେବାକୁ ପ୍ରୟାସ କରିଥିଲେ ଏବଂ ସଫଳ ହୋଇଛନ୍ତି । ଏକ […]

Continue Reading
ଲକ୍ ଡାଉନ ଓ ଖତ ଗାଡର ପଦ୍ମ

ଲକ୍ ଡାଉନ ଓ ଖତ ଗାଡର ପଦ୍ମ

#ଲକ୍_ଡାଉନ_ଓ_ଖତ_ଗାଡର_ପଦ୍ମ             II ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ II ଘୁମୁରୀ, ଘୁମୁରୀ , ଘୁମୁରୀ , ବଡ ରହସ୍ୟମୟୀ ନାଁ । ସମସ୍ତେ ଜାଣିଥଲେ ବି ପ୍ରକାଶ୍ୟରେ ଉଚ୍ଚାରଣ ପାଇଁ ସଙ୍କୋଚ କରନ୍ତି । କାରଣ ଆମ ସମସ୍ତଙ୍କର ପ୍ରକୃତ ମୁହଁତଳେ,ଆଉ ଦୁଇ ତିନିଟା ମୁଖା ଲଗା ମୁହଁ ରହିଥାଏ । ସମୟ ଆଉ ସୁଯୋଗ ମିଳିଲେ ସେ ମୁଖା ଲଗାଇ ଆମେ ବାହାରୁ । ଏହି ବେଶିରୁ ବେଶି […]

Continue Reading
ତେଲକୁ ନେଇ ଯୁଦ୍ଧ ବିଶ୍ୱ ପାଇଁ ବଡ଼ ବିପଦ

ତେଲକୁ ନେଇ ଯୁଦ୍ଧ ବିଶ୍ୱ ପାଇଁ ବଡ଼ ବିପଦ

#ତେଲକୁ_ନେଇ_ଯୁଦ୍ଧ_ବିଶ୍ୱ_ପାଇଁ_ବଡ଼_ବିପଦ          ତୈଳକୁ ନେଇ ରାଜନୀତି ବିଶ୍ୱସ୍ତରରେ ଯେଭଳି ବଢିବାରେ ଲାଗିଛି ତାହା ସମଗ୍ର ବିଶ୍ୱର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରୁଛି । ଏହି ରାଜନୀତି ଏବର ନୁହେଁ । କାଳେ କାଳେ ତୈଳକୁ ନେଇ ଆନ୍ତର୍ଜାତିକସ୍ତରରେ ରାଜନୀତି ହୋଇଆସିଛି । ବର୍ତ୍ତମାନ ଋଷ ଓ ସାଉଦିଆରବ ମଧ୍ୟରେ ଲାଗିଥିବା ତୈଳ ଯୁଦ୍ଧ ସମଗ୍ର ବିଶ୍ୱକୁ ଏକ ଘଡିସନ୍ଧି ମୂହୂର୍ତ୍ତ ଦେଇ ନେଉଛି । ଡିସେମ୍ବର ୨୦୧୬ରେ ଋଷ ଓ ସାଉଦିଆରବ ଭିଏନାରେ ୧୧ଟି ଅଣ ଓପେକ ଦେଶ […]

Continue Reading
#ଦଣ୍ଡଯାତ୍ରା_ମହାମିଳନ

ଦଣ୍ଡଯାତ୍ରା ମହାମିଳନ ପାଇଁ ଶୁଭଖୁଣ୍ଟି  ସ୍ଥାପନ

#ଦଣ୍ଡଯାତ୍ରା_ମହାମିଳନ    କୋଦଳା  :ଗଞ୍ଜାମ ଜିଲ୍ଲା କୋଦଳାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପନ୍ଦର ଦଣ୍ଡ ଯାତ୍ରା ହେବା ନିମନ୍ତେ ଆଜି ଶନିବାର କୋଦଳା ଡ଼ାକ ବଙ୍ଗଳା ଅସ୍ଥାୟୀ ମେଳଣ ପଡିଆ ଠାରେ ଶୁଭଖୁଣ୍ଟ ସ୍ଥାପନ କାର୍ଯ୍ୟକ୍ରମ ସରିଛି |ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ମାଁ ଦଣ୍ଡକାଳୀ ଯାତ୍ରା ଚଳିତ ମାସ  ଚବିଶ  ତାରିଖରେ ଆରମ୍ଭ ହୋଇ ଦୀର୍ଘ ଏକୋଇଶ ଦିନଧରି ହେବାକୁ ଥିବାବେଳେ କୋଦଳା ଠାରେ ଆସନ୍ତା ଏପ୍ରିଲ ମାସ ସାତ ତାରିଖରେ ବିଭିନ୍ନ ଗ୍ରାମର ପନ୍ଦରଟି ଦଣ୍ଡ […]

Continue Reading
ସ୍ୱଷ୍ଟ ଦିବାଲୋକରେ ନାବାଳିକାଙ୍କ ଠାରୁ ଲୂଟିନେଲେ ଦୁର୍ବୃତ୍ତ

ସ୍ୱଷ୍ଟ ଦିବାଲୋକରେ ନାବାଳିକାଙ୍କ ଠାରୁ ଲୂଟିନେଲେ ଦୁର୍ବୃତ୍ତ

#ମହିଳାଙ୍କ_ଠାରୁ_ଲୂଟିନେଲେ_ଦୁର୍ବୃତ୍ତ   କୋଦଳା : ଶନିବାର ସ୍ୱଷ୍ଟ ଦିବାଲୋକରେ ଫାସି କୋଦଳା ମୁଖ୍ୟ ରାସ୍ତା ର ବାଳିକା ବିଦ୍ୟାଳୟ ନିକଟ ରେ ଜଣେ ନାବାଳିକା  ଠାରୁ ଦୁଇଜଣ ଦୁର୍ବୃତ୍ତ ୨୫ ହଜାର ଟଙ୍କା ଓ କିଛି ଗୁରୁତ୍ବପୂର୍ଣ ଡକୁମେଣ୍ଟ ଛଡାଇ ନେଇ ଚମ୍ପଟ ମାରିଥିବା ଜଣାପଡ଼ିଛି । ସୂଚନାରୁ ଜଣାପଡିଛିଯେ, ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରେଙ୍ଗିଟିପଲି ଗ୍ରାମର ଶ୍ୟାମ ପ୍ରଧାନଙ୍କ ନାବାଳିକା କନ୍ୟା ଲିଜା ପ୍ରଧାନ ନିଜ ପରିବାରର ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ନିଜ […]

Continue Reading

ନୂଆ ପାଞ୍ଜିରେ ଓଡ଼ିଆଙ୍କୁ ପୀଡ଼ା ଓ ଦେଶକୁ ଦଶା

#ନୂଆ_ପାଞ୍ଜିରେ_ଓଡ଼ିଆଙ୍କୁ_ପୀଡ଼ା_ଓ_ଦେଶକୁ_ଦଶା    ପୁରୀ  : ଗଜପତି ମହାରାଜାଙ୍କ ରାଜଜ୍ୟୋତିଷ ନୂଆ ପାଞ୍ଜିର ତତଅୟ ରଖିଛନ୍ତି । ଚଳିତ ବର୍ଷର ଆଗାମି ଦିନରେ ରାଜ୍ୟ ଏବଂ ଦେଶ ସହ ଜନତା ବା ପ୍ରଜାଙ୍କ ଅବସ୍ଥା କିପରି ରହିବ ତାହାର ଭବିଷ୍ୟବାଣୀ କରିଛନ୍ତି ।ଚଲଇତ ବର୍. ଆୟ ଭଲ ହେବ କିନ୍ତୁ    ଓଡ଼ିଶାବାସୀଙ୍କୁ ରହିଛି ପୀଡ଼ା ଯୋଗ । କାରଣ ମନ୍ତ୍ରୀ ସ୍ଥାନରେ ଶନିଦେବ ବସିଛନ୍ତି । ଏଣୁ ଦୁଃଖକଷ୍ଟ ଭୋଗିବେ ରାଜ୍ୟବାସୀ  । ଅନ୍ୟପଟେ ଦେଶର ଦଶା ଭଲ ନାହିଁ […]

Continue Reading
ପୌରାଣିକ ପୃଷ୍ଠଭୂମିରେ ମହାତ୍ମା ବିଦୁର ଓ ଓଳକଣା ମେଲଣ

ପୌରାଣିକ ପୃଷ୍ଠଭୂମିରେ ମହାତ୍ମା ବିଦୁର ଓ ଓଳକଣା ମେଲଣ

ଶୁଭେନ୍ଦୁ କୁମାର ଭୂୟାଁ   ଦ୍ୱାପରଯୁଗରେ କୃଷ୍ଣ ଏବଂ ତାଙ୍କର ପ୍ରିୟସଖା ସୁଦାମାଙ୍କ ଭିତରେ ଥିବା ଅନନ୍ୟ ବନ୍ଧୁତାର ବର୍ଣ୍ଣନା ଆମ ପୌରାଣିକ ସାହିତ୍ୟରେ ଦେଖିବାକୁ ମିଳେ । ଏହି ପୃଷ୍ଠଭୂମିରେ ଗଢ଼ିଉଠିଥିବା ଏକ ସାଂସ୍କୃତିକ ଚେତନାର ଝଲକ ଦେଖିବାକୁ ମିଳିଥାଏ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଳକ ଅନ୍ତର୍ଗତ ଅରାଖଣ୍ଡ ଗ୍ରାମରେ । ଏହି ଗ୍ରାମରେ ବହୁ ପୁରାତନକାଳରୁ ପ୍ରତିଷ୍ଠା ହୋଇଥିବା ମହାତ୍ମା ବିଦୁରଙ୍କ ମନ୍ଦିର ପୋ÷ରାଣିକ ଗାଥାକୁ ଏବେବି ରୋମନ୍ଥନ କରୁଛି । ଓଡ଼ିଶାର ଗଣପର୍ବ […]

Continue Reading
ପୃଥିବୀ ଆଡକୁ ମାଡି ଆସୁଛି ମାଉଣ୍ଟ ଏଭରେଷ୍ଟଠୁ ବଡ ବିଶାଳକାୟ ଉଲକା ପିଣ୍ଡ

ପୃଥିବୀ ଆଡକୁ ମାଡି ଆସୁଛି ମାଉଣ୍ଟ ଏଭରେଷ୍ଟଠୁ ବଡ ବିଶାଳକାୟ ଉଲକା ପିଣ୍ଡ

 #ମାଡି_ଆସୁଛି_ବିଶାଳକାୟ_ଉଲକା_ପିଣ୍ଡ     ନୂଆଦିଲ୍ଲୀ : ଆମେରିକାର ମହାକାଶ ଗବେଷଣକାରୀ ସଂସ୍ଥା ନାସା ପୃଥିବୀ ଅଭିମୁଖେ ଦ୍ରୁତ ଗତିରେ ବଢୁଥିବା ଏକ ବିଶାଳକାୟ ଉଲକା ପିଣ୍ଡର ସନ୍ଧାନ କରିଛି। କୁହାଯାଉଛି ଯେ, ଏହି ଉଲକା ପିଣ୍ଡ ମାଉଣ୍ଟ ଏଭରେଷ୍ଟଠୁ ମଧ୍ୟ ଅନେକ ଗୁଣ ବଡ ହେବ। ମାତ୍ର ନାସାର କହିବା କଥା ଏହି ଉଲକା ପିଣ୍ଡ ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। କାରଣ ଏହା ପୃଥିବୀରୁ ଅନେକ କିଲୋମିଟର ଦୂର ଦେଇ ଗତି କରିବ। ଅନ୍ୟପଟେ […]

Continue Reading
ମଙ୍ଗଳ ଗ୍ରହର ରହସ୍ୟମୟ ଗହ୍ଵର,ମିଳିପାରେ ଜୀବସତ୍ତାର ସନ୍ଧାନ !

ମଙ୍ଗଳ ଗ୍ରହର ରହସ୍ୟମୟ ଗହ୍ଵର,ମିଳିପାରେ ଜୀବସତ୍ତାର ସନ୍ଧାନ !

#ମଙ୍ଗଳ_ଗ୍ରହର_ରହସ୍ୟମୟ_ଗହ୍ଵର   ଓ୍ଵାସିଂଟନ୍‌: ମଙ୍ଗଳ ଗ୍ରହରେ ଥିବା ଏକ ଅସ୍ୱାଭାବିକ ପ୍ରକାରର ଗହ୍ଵରର ଫଟୋ ନିକଟରେ ରିଲିଜ୍‌ କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାନ ‘ନାସା’। ୨୦୧୧ ମସିହାରେ ଏହି ବିଚିତ୍ର ଗହ୍ଵର ଆବିଷ୍କାର କରାଯାଇଥିଲା। ମଙ୍ଗଳ ଗ୍ରହର ପାଭୋନିସ୍‌ ମନ୍‌ସ୍‌ ଆଗ୍ନେୟଗିରିର ଧୂଳିଧୂସରିତ ଢାଲୁ ଏହି ଫଟୋରେ ଦେଖାଯାଉଛି। ସମ୍ପ୍ରତି ମଙ୍ଗଳ ଗ୍ରହ ପ୍ରଦକ୍ଷିଣ କରୁଥିବା ରୋବଟିକ୍‌ ରିକନେସାନ୍‌ସ୍‌ ଅବିର୍ଟର୍‌ରେ ଲାଗିଥିବା ‘ହାଇରାଇଜ୍‌’ ଉପକରଣରେ ଏହି ଫଟୋଟି ଉତ୍ତୋଳନ କରାଯାଇଛି। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ ମଙ୍ଗଳ […]

Continue Reading