ସାମରିକ ବ୍ୟାପାର ନାମରେ ସୃଷ୍ଟି ହେଲା ନୂଆ ବିଭାଗ; ମୁଖିଆ ଭାବେ ଅବସ୍ଥାପିତ ହେଲେ ସିଡିଏସ୍‌ ଜେନେରାଲ ରାଓ୍ଵତ୍‌

ନୂଆଦିଲ୍ଲୀ: ସାମରିକ ବ୍ୟାପାର (ମିଲିଟାରି ଆଫାୟାର୍ସ) ନାମରେ ଏକ ନୂତନ ବିଭାଗ ସୃଷ୍ଟି କରିଛନ୍ତି କେନ୍ଦ୍ର ସରକାର। ଏଥିସହ ଏହି ନୂତନ ବିଭାଗର ମୁଖ୍ୟ ଭାବେ ଅବସ୍ଥାପିତ ହୋଇଛନ୍ତି ଦେଶର ସର୍ବପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସଷ୍ଟାଫ୍‌ (ସିଡିଏସ୍‌) ଭାବେ ନିଯୁକ୍ତି ପାଇଥିବା ଜେନେରାଲ ବିପିନ୍‌ ରାଓ୍ଵତ୍‌। ଆଗାମୀ ତିନି ବର୍ଷ ପାଇଁ ଏହି ପଦବୀରେ ରହି ନିଜର ଦାୟିତ୍ୱ ସଂପାଦନ କରିବେ ଜେନେରାଲ ରାଓ୍ଵତ୍‌। ନୂତନ ଭାବେ ଗଠିତ ଏହି ସାମରିକ ବ୍ୟାପାର (ମିଲିଟାରି ଆଫାୟାର୍ସ) ବିଭାଗ […]

Continue Reading