ଆଜିଠାରୁ ୬୬ଟି ରୁଟରେ ଚାଲିବ ଓଏସଆରଟିସି ବସ୍

ଆଜିଠାରୁ ୬୬ଟି ରୁଟରେ ଚାଲିବ ଓଏସଆରଟିସି ବସ୍

ବଡ ଖବର ଓଡିଶା

#ଆଜିଠାରୁ_୬୬ଟି_ରୁଟରେ_ଚାଲିବ_ଓଏସଆରଟିସି_ବସ୍    ଭୁବନେଶ୍ୱର   :   ସୋମବାର ଠାରୁ ଓଏସଆରଟିସିର ବସ୍ ଚଳାଚଳ କରିବ ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ୯୬ଟି ବସ ଦ୍ବାରା୨୨ଟି ସହରକୁ ଯୋଡ଼ାଯିବ । ୬୬ଟି ରୁଟରେ ଏହି ବସ୍ ଚାଲିବ । ବିନା ମାସ୍କରେ କୌଣସି ଯାତ୍ରୀ ଯାଇପାରିବେ ନାହିଁ କି ବସରେ ଛିଡ଼ା ହୋଇ କୌଣସି ବ୍ୟକ୍ତି ଯାଇପାରିବେ ନାହିଁ । ପର୍ଯ୍ୟାୟକ୍ରମେ ଅଧିକ ରୁଟରେ ବସ୍ ଚାଲିବ । ସାମାଜିକ ଦୂରତାକୁ ମଧ୍ୟ ବଜାୟ ରଖାଯିବ ।